Advertisment

ଓଡ଼ିଆ ଶିଳ୍ପୀଙ୍କ କମାଲ୍… ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ଚକ୍ ଅଗରେ ଗଢ଼ିଲେ ୭୩ଟି ଐତିହ୍ୟ

କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।

author-image
Otv Khabar Bureau

କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ। 

Advertisment
Sculptures Creates Miniature Artist Heritage Sites Chalk
Advertisment
Advertisment