ATM କାର୍ଡ ଘରେ ଡେଲିଭରି ହେଲା। ଫୋନ୍ ଆସିଲା ଆମେ ବ୍ୟାଙ୍କରୁ କହୁଛୁ, ଟିକିଏ ଏହି ଡିଟେଲ୍ସ ଦେଲେ...ବାସ୍ ଏପଟେ ଡିଟେଲ୍ସ କହିଲେ ସେପଟେ ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା
ଏ କେମିତିକା ସ୍କୁଲ? ପାଦେ ପାଦେ ରହିଛି ବିପଦ...ଛାତ ଫାଟି ଆଁ କଲାଣି। ଗୋଟିଏ ଶ୍ରେଣୀରେ ପଢୁଛନ୍ତି ଦୁଇ ଦୁଇ ଶ୍ରେଣୀର ପିଲା। ଝରକା ଟିଣ ଭାଙ୍ଗି ବଙ୍କା ହେଲାଣି...ଆଉ ଏମିତି ବିପଦରେ ପଢୁଛନ୍ତି ପିଲା। ସ୍କୁଲ ଅବସ୍ଥା ଦେଖି ବାପା-ମା ବି ପିଲାଙ୍କୁ ଛାଡ଼ିବାକୁ ନାରାଜ। ହେଲେ ଚେଇଁ ଶୋଇଛି ପ୍ରଶାସନ
ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍ ପାଇବରେ ନାରଣ...
ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।
ଉତ୍ତର-ଦକ୍ଷିଣ-ପଶ୍ଚିମ । ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତାଡ଼ । କେଉଁଠି ୬ ଫୁଟ୍ ତ କେଉଁଠି ୧୨ ଫୁଟ୍ ଗଭୀର ଗାତ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।
ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି।
ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।
ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ ।
ସମୟେ ସମୟେ ଅନେକ ସ୍ଥାନରେ ନିମ୍ନମାନର ପିଚୁ ରାସ୍ତା ହୋଇଥିବା ଅଭିଯୋଗ କରି ଲୋକେ ରାସ୍ତା ଖୋଳିଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା।
ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଛି ।
‘ପୁଷ୍ପା’ ଭୂତ କାହାକୁ ଛାଡୁନି। ସେ ପିଲା ହେଉ କି ଯୁବକ, ବୁଢା ହେଉ କି ବୁଢି କିମ୍ବା କୌଣସି ଡକ୍ଟର କି ଶିକ୍ଷକ ହୁଅନ୍ତୁ ସମସ୍ତେ ଏହା କବଳରେ। ନବଜାତ ଶିଶୁ ବି ଏଥିରୁ ମୁକୁଳି ପାରିନି। ସେ ଯାହା କରୁଛି ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।
ଡେଲିଭରି ବୟର କାମ କରୁଥିଲେ କିନ୍ତୁ ମ୍ୟୁଜିକ ମ୍ୟାଡମ୍ଙ୍କ ପ୍ରେମରେ ପାଗଳ ହେଲେ। ରାତିରେ ନିଦ ହେଲାଣି, ସ୍ୱପ୍ନରେ ଆସିଲେ ସତ କିନ୍ତୁ....
ଯଦିଓ ତାଙ୍କ ଜନ୍ମ ଓ ଲାଳନପାଳନ ଓଡ଼ିଶାରେ ହୋଇନି, କିନ୍ତୁ ସେ ଜଣେ ଖାଣ୍ଟି ଓଡ଼ିଆ। ସାରା ପୃଥିବୀ ତାଙ୍କୁ ଜାଣେ। ଆମ ଦେଶର ସେ ଜଣେ ପ୍ରସିଦ୍ଧ ମାଇଥୋଲୋଜିଷ୍ଟ ବା ପୁରାଣାଶାସ୍ତ୍ର ବ୍ୟାଖ୍ୟାକାର। ସେ ହେଉଛନ୍ତି ଦେବଦତ୍ତ ପଟ୍ଟନାୟକ। ସେ କୁହନ୍ତି, ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜାଣିନି, ସେ ଭାରତକୁ ଜାଣିନି। ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ତାଙ୍କୁ ଭେଟିଥିଲେ ଓଟିଭିର ଡେପୁଟୀ ଏଡିଟର ଅମରେଶ ବିଶ୍ୱାଳ।
ଭିଜିଲାନ୍ସ ଜାଲରେ ପଡିଲେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ଇଂଜିନିୟର ଜଣକ ବ୍ରହ୍ମପୁର ରୁରାଲ୍ ଓ୍ୱାର୍କସ୍ ଇଲେକ୍ଟ୍ରିକାଲ ଡିଭିଜନରେ କାମ କରୁଥିବା ଜଗନ୍ନାଥ ସେଠୀ ବୋଲି ଜଣାପଡିଛି ।
କଟକ ମହାନଗର ନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଧନୀ କିଏ ? କାହା ପାଖରେ କେତେ ସମ୍ପତ୍ତି ?
ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ...
ଇଆଡ଼େ ଆସ ଇଆଡେ ଆସ...ବଢିବା ମାଲ୍...ଜିଅନ୍ତା ମାଛ...ଆରେ...ପୂରା ବରଫଦିଆ ଧରିଛୁ, ପୂରା ଦେଶୀ ବୋଲି କହୁଛୁ...ତୁ ପୂରା ମାରିଦେବୁରେ ନାରଣ...
ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ...ସ୍ଥିତି ଏମିତି ଯେ, ଡାକ୍ତର ବି ଉନ୍ନତ ଚିକିତ୍ସା ପାଇଁ କରୁନାହାନ୍ତି ରେଫର...
ମଣ୍ଡିରେ ପଡ଼ିଛି ଶହ ଶହ କ୍ୱିଣ୍ଟାଲ ଧାନ । ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ସମସ୍ୟା ଦେଖାଯାଇଛି । ଏହାସହ ଟୋକନ ଅବଧି ମଧ୍ୟ ସରିଆସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।
ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ
ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ
ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ହେଲେ ବିଭିନ୍ନ ସହରାଞ୍ଚଳର ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । କେବଳ ଏତିକି ନୁହେଁ କେନ୍ଦ୍ରାପଡାରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି ।
କେରଳର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ସେ ବିକ୍ରି କରୁଥିଲେ ବେଲୁନ୍। ଭାଗ୍ୟ ଦେଲା ସାଥ୍, ହୋଇଗଲେ ଇଣ୍ଟରନେଟ୍ ତାରକା। ଏକ ବିବାହ ଫଟୋଗ୍ରାଫରଙ୍କ ଦ୍ୱାରା କରାଯାଇଥିବା ଫଟୋସୁଟ୍ ପାଇଁ ସେ ମଡେଲ ହୋଇ ଏଭଳି କ୍ଷାତି ଅର୍ଜନ କରିଛନ୍ତି।