ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।
ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।