ହଇଲୋ ମୁଁ ତୋ ଗେରସ୍ତ ଟି? ତୁ ମୋ କଥା ଶୁଣୁନୁ କ’ଣ? ମଲା ତୁମେ ଯାହା କହିବ ମୁଁ କଣ ଶୁଣିବି ବୋଲି ବାଧ୍ୟ ନା କ’ଣ?
Published: Otv Khabar Bureau
Last updated: 10 March 2022, 07:13 AM IST
ATM କାର୍ଡ ଘରେ ଡେଲିଭରି ହେଲା। ଫୋନ୍ ଆସିଲା ଆମେ ବ୍ୟାଙ୍କରୁ କହୁଛୁ, ଟିକିଏ ଏହି ଡିଟେଲ୍ସ ଦେଲେ...ବାସ୍ ଏପଟେ ଡିଟେଲ୍ସ କହିଲେ ସେପଟେ ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା