• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bridge Collapsed

ଏବେ ବି ଆଠଗଡ଼ ଅଞ୍ଚଳର ରାସ୍ତାଘାଟରେ ପାଣି ଜମିଛି, ତା’ରି ଭିତରେ ଗାଡ଼ିମଟର ଚାଲିଛି।
ସାରା ରାଜ୍ୟକୁ କଲବଲ କରୁଛି ବନ୍ୟା...ଲୋକଙ୍କ ଦୁଃଖ କହିଲେ ନସରେ...

ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।

Cuttack Maalgodam Bridge Collapsed
କଟକରେ ବଡ଼ ଦୁର୍ଘଟଣା ! ମାଲ ଗୋଦାମ ପୋଲ ଭୁଶୁଡ଼ି ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।

Cuttack Bridge Collapsed
ବଡ଼ ଦୁର୍ଘଟଣା ! ଭୁଶୁଡ଼ିଲା ପୋଲ, ୩ ଗୁରୁତର ଉଦ୍ଧାର; ଜିଲ୍ଲାପାଳ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ ।

Cuttack Chhatra bazar Bridge Collapsed
ବଡ଼ ଦୁର୍ଘଟଣା ! ପୋଲ ତଳୁ ତିନି ଗୁରୁତର ଉଦ୍ଧାର, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।