• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fraudster

Cyber crime – Fraudster dupes man using secret code
କୋଡ୍ ନମ୍ୱର ଦେଲା ପରେ କଟି ଚାଲିଲା ଟଙ୍କା

କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...

Cyber Crime।  Fraudster Dupe Man On Pretext Of ATM Card Verification
କାର୍ଡ଼ ଭେରିଫକେସନ୍‌ କରୁ କରୁ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇ ଗଲେ ସାଇବର ଲୁଟେରା

ATM କାର୍ଡ ଘରେ ଡେଲିଭରି ହେଲା। ଫୋନ୍‌ ଆସିଲା ଆମେ ବ୍ୟାଙ୍କରୁ କହୁଛୁ, ଟିକିଏ ଏହି ଡିଟେଲ୍ସ ଦେଲେ...ବାସ୍‌ ଏପଟେ ଡିଟେଲ୍ସ କହିଲେ ସେପଟେ ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା

Cyber Crime- Know How To Stay Away From Fraudster Companies
କାଳ ହେଲା ଚାକିରି। ଦରମା ପାଇବେ କଣ? ଓଲଟି ୬୦ ହଜାର ହରାଇଲେ...

କାଳ ହେଲା ଅନଲାଇନ୍‌ ଚାକିରି। ମାସକୁ ଦରମା ପାଇବେ କ’ଣ? ଓଲଟି ସାଇବର ଲୁଟେରା ଜାଲରେ ପଡ଼ି ହରାଇଲେ ୬୦ ହଜାର। ପୁଣି ୨୦ ହଜାର ମାଗିବା ବେଳେ, ଦେଖନ୍ତୁ କଣ ହେଲା?

Fake Social Media Account
ଆଞ୍ଜେଲ ପ୍ରିୟାର ମାୟା ଜାଲରେ ପଡି ସବୁ ସରିଗଲା

କେତେବେଳେ କେଉଁ ନାଁରେ ସେ ପରିଚିତ। ସବୁବେଳେ ନାଁ ବଦଳାଇ କରୁଥିଲା ଏମିତି। ଟଙ୍କା ଲୁଟିବା ଥିଲା ତାହାର କାମ। ଏବେ ଜାଣନ୍ତୁ ଲୁଟର ଶିକାର ପରେ କଣ କଲେ ଯୁବକ...