ଉତ୍ତର-ଦକ୍ଷିଣ-ପଶ୍ଚିମ । ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତାଡ଼ । କେଉଁଠି ୬ ଫୁଟ୍ ତ କେଉଁଠି ୧୨ ଫୁଟ୍ ଗଭୀର ଗାତ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ, ସମସ୍ତେ ଚାହୁଁଛନ୍ତି ସମାନ ଉତ୍ତର । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରୁଥିବା ଏ ଖନନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଅଛି ତ ସଠିକ୍ ଅନୁମତି ?
Published: Satyendu Shekher Mishra
Last updated: 09 March 2022, 11:09 PM IST
ଅଧା ମାଟି କାନ୍ଥକୁ ନୁଆଁଣିଆ ଚାଳଘର । ଘର ଭିତରକୁ ଦିନରେ ଖରା ଆଉ ରାତିରେ ଦିଶୁଛି ତାରା...କାରଣ ଦୀର୍ଘଦିନ ଧରି ଘର ଛପର ହୋଇନଥିବାରୁ ଚାଳ ଫୁଟି ଆଁ କରିଛି । ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଖୁରୀଭଙ୍ଗା ଗାଁ ର ମିଲୁ ବେହେରାଙ୍କ ଘର...ଯେଉଁଠି ଏବେ ଦୁଃଖର କଳାବାଦଲ...