• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Meher Case

Congress Leader Narasingha Mishra’s Son Appointed As Special PP
Congress Leader Narasingha Mishra’s Son Appointed As Special PP In Mamita Meher

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ ଦରକାର ପଡ଼ିଲେ ଏଥିପାଇଁ କଳାକୋର୍ଟ ପିନ୍ଧିବି। ଆଉ ପିନ୍ଧିଥିଲେ ମଧ୍ୟ। କିନ୍ତୁ ଏପଟେ ତାଙ୍କ ପୁଅଙ୍କୁ ରାଜ୍ୟ ସରକାର ମମିତା ମେହେର ଘଟଣାରେ ସ୍ପେଶାଲ୍ ପିପି ଭାବରେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ବଲାଙ୍ଗିର ରାଜନୀତିରେ ଏକ ଚର୍ଚ୍ଚା ଜୋର୍ ଧରିଛି। ତାହା ହେଲା କଳାକୋଟ୍ ଥିଓରୀ।

Dibyashankar Mishra
କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?

 Mamita Meher Murder Case । Gobinda Sahu, His Driver Radhe Produced In Court  ADJ
ମମିତା ମେହେର ହତ୍ୟାକାଣ୍ଡ ମାମଲା: ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଛି ।

Mamita Murder Case
ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।

When will Mamita get justice
ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି

ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି । ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।

mamita meher
ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି

ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।

Dibya Shankar Mishra
ମମିତା ହତ୍ୟା ଘଟଣା ନେଇ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଦିବ୍ୟଶଙ୍କରଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଲେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ।

bjp
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିବାଦ ପଲିଟିକ୍ସ : ମମିତା ମେହେର ହତ୍ୟା ମାମଲାରେ ବିଜେପିର ହଲ୍ଲାବୋଲ

ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡି ସରକାରଙ୍କୁ ଦାୟୀ କରି ଆଜି ପ୍ରତିବାଦ କରୁଛି ବିଜେଡି ।

bargarh
ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି : ବରଗଡରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ

୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Mamita Meher Case
ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼, ବଢ଼ୁଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅଡ଼ୁଆ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରାଜ୍ୟ ବ୍ୟାପୀ ବିକ୍ଷୋଭ, ରାସ୍ତାରୋକ ଓ କଳାପତାକା ପ୍ରଦର୍ଶନ ।