ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।
ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲେ ବାପା-ମାଆ। ତିନି ଭାଇଭଉଣୀଙ୍କର ସବୁ ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ। କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି। ଯେତିକି ରୋଜଗାର ହେଲା ସେଇଥିଲେ ପାଠପଢାଠୁ ଖାଇବା ଖର୍ଚ୍ଚ ସବୁ ତୁଲାଉଛନ୍ତି। ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ ପୂରା ପରିବାର
ବାଟବଣା ହେଲା ଜାଗା ମିଶନ ଯୋଜନା। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଜାଗା ବାଣ୍ଟିଦେଲେ। କହିଲେ, ଭୂମିହୀନ ଏଇଠାରେ ରହିବେ...ଆଉ ଏବେ ରେଲୱେ କହୁଛି ଏଇଠୁ ଉଠ, ଅକଲ ଗୁଡ଼ୁମ୍ ହୋଇଗଲା ବସ୍ତି ଲୋକଙ୍କର...ସାମ୍ନାକୁ ଆସିଲା ଦୁର୍ନୀତିର ଭୟଙ୍କର ଚିତ୍ର
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ବୈଜ୍ଞାନିକମାନେ ବ୍ରହ୍ମାଣ୍ଡରେ ପୃଥିବୀ ପରି ଗ୍ରହ ଆବିଷ୍କାର କରିଛନ୍ତି। ସମ୍ପ୍ରତି ଏକ ଅନୁସନ୍ଧାନରୁ ପ୍ରକାଶ ପାଇଛି ଯେଉଁଥିରେ ଏହି କଥା କୁହାଯାଇଛି। ବୈଜ୍ଞାନିକମାନେ ଏହି ଗ୍ରହରେ ଜୀବନର ସମ୍ଭାବନା ପ୍ରକାଶ କରିଛନ୍ତି।
ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଭଲରେ ରହିବାକୁ ଚାହାନ୍ତି। ହେଲେ ସେମାନଙ୍କ ପାଖରେ ନଥାଏ ଏକ ସ୍ଥାୟୀ ଘର। ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ବହୁତଳ କୋଠା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ପୁଅ ତା’ ମାଆକୁ ଖୋଜୁଛି। ବିଶ୍ୱାସ କରାଯାଏ ଯେ, ମାଆ ପାଇଁ ପିଲା ପ୍ରେମଠାରୁ ଆଉ କିଛି ବଡ଼ ନୁହେଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।
ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଘଟିଛି ଅଘଟଣ। ପୋଖରୀରେ ବୁଡ଼ି ଭାଇ- ଭଉଣୀ ମୃତ୍ୟୁ ହୋଇଥିବା ଜଣାଯାଇଛି।
ମେସ୍ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍ସାରେ ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।
ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର । ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।
ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । କାନପୁର ଥାନା ସୁଧାମାଳ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି ।
କୋଇଲା ବୋଝେଇ ହୋଇ ଟ୍ରେନ୍ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।
କାଳ ସାଜିଛି ଡାଇଭରସନ୍ ରୋଡ୍। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ।
ଲୋକେ ବହୁ ସମୟରେ ଏଥିରୁ ସୁବିଧା ବି ପାଉଥିଲେ । ହେଲେ ଏବେ ୧୦ ବର୍ଷ ହେବ ପୋଖରୀ ଗୁଡ଼ିକରେ ଦଳ ମାଡ଼ିଯିବା ସହ ଜଳ ଅପରିଷ୍କାର ହୋଇଛି ।
ଆମେ ଆପଣଙ୍କର ଆକାଉଣ୍ଟ ଡିଟେଲ୍ସ ପଚାରୁନୁ...ଖାଲି ନୂଆ ଏଟିଏମ୍ର ଟିକିଏ ଡିଟେଲ୍ସ ଦିଅନ୍ତୁ, ଆମେ ଖାଲି ଚେକ୍ କରିବୁ...ଏପଟେ ଡିଟେଲ୍ସ ଦେଇଦେଲେ ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା...
ଓଡ଼ିଆରେ ଅଫର ମିଳିଲେ ମୁଁ ନିଶ୍ଚୟ ଫିଲ୍ମ କରିବି। ମୁଁ କାହାଣୀ ଦେଖେ...ଭଲ ଲାଗିଲେ ଆକ୍ଟିଂ କରିବେ। ହେଲେ ମାର୍କେଟ୍ରେ ଧକ୍ ଧକ୍ କରି ଧମାକା କରେ ମୋର ସବୁ ଫିଲ୍ମ : ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେସୀ
ପେଶା ଶିକ୍ଷକତା କିନ୍ତୁ ନିଶା ପୁରୁଣା ନୋଟ୍ ସଂଗ୍ରହ କରିବା। ଜାପାନଠୁ ଜର୍ମାନୀ...ଚାଇନାଠୁ ଋଷିଆ...ପ୍ରାୟ ୫୦ ଦେଶର ନୋଟ୍ ରଖିଛନ୍ତି ଉଦଳାର ସନ୍ତୋଷ ସାହୁ। ବିଦେଶ ଯିବା ପୂର୍ବରୁ ବନ୍ଧୁବାନ୍ଧବ ଓ ପ୍ରିୟଜନ ସନ୍ତୋଙ୍କଠାରୁ ଭାରତର ଟଙ୍କା ଦେଇ ବଦଳାଇ ନେଉଛନ୍ତି ବିଦେଶୀ ଟଙ୍କା
ଘରେ ମୂଳରୁ ଗାଈ କି ଛେଳି କିଛି ନାହିଁ। ହେଲେ ସେମାନଙ୍କ ନାଁରେ ଉଠିଛି ଲକ୍ଷାଧିକ ଟଙ୍କା। ଦୁର୍ନୀତିର ଚେର ଲମ୍ବିଛି....
କ୍ଲାସ୍ ପରୀକ୍ଷାରେ ବାରମ୍ବାର ଫେଲ୍ ହେବା ପରେ ବି ହାର ମାନୁନଥିଲେ। କଠିନ ପରିଶ୍ରମ କରି ଏବେ IAS ଟପ୍ପର ହେଲେ। କହିଲେ, ବିଫଳ ହିଁ ସଫଳତାର ଚାବିକାଠି
ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...