ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲେ ବାପା-ମାଆ। ତିନି ଭାଇଭଉଣୀଙ୍କର ସବୁ ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ। କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି। ଯେତିକି ରୋଜଗାର ହେଲା ସେଇଥିଲେ ପାଠପଢାଠୁ ଖାଇବା ଖର୍ଚ୍ଚ ସବୁ ତୁଲାଉଛନ୍ତି। ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ ପୂରା ପରିବାର