ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା।
ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।