Advertisment

ତରକାରୀରେ ଫିନାଇଲ,୧୦ ଛାତ୍ର ଅସୁସ୍ଥ

ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ  ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
At least 10 college students of a private college at Rupsa taken ill after allegedly consuming pheny

At least 10 college students of a private college at Rupsa taken ill after allegedly consuming pheny

ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ  ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି । ଅସୁସ୍ଥ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ପଠାଯାଇଛି । 

Advertisment

ସୂଚନା ଅନୁସାରେ, ରୋଷେଇ ବେଳେ ତରକାରୀରେ ଫିନାଇଲ ମିଶିଯିବାରୁ ଏହି ଅଘଟଣ ହୋଇଛି । ପାଚିକା ତରକାରୀରେ ଭୁଲ୍‌ରେ ଫିନାଇଲ ମିଶାଇ ଦେଇଥିବା ଜଣାପଡିଛି । 

Baleswar
Advertisment
Advertisment