ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।
ଅସଦାଚରଣ ପରେ ଲୋକଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି ।
ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।
ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି।
ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ ।
ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ ମହାନ୍ତି । ଥାନାରେ ମିଛ ଏତଲା ଦେଉଛନ୍ତି ବର୍ଷା
ପରୀକ୍ଷା ହଲ୍ରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର।
ବଲାଙ୍ଗୀର ସହର ଲର୍କିପାଲି ସରକାରୀ ଆଇଟିଆଇ ହଷ୍ଟେଲରେ ଡାଲିରେ ଝିଟିପିଟି
ଯୁଆଡେ ଦେଖିବ ଭଳିକି ଭଳି ପକ୍ଷୀ । ଖରାଦିନ ହେଲେ ବି ଏଠି ରହିଛି ବିଦେଶରୁ ଆସିଥିବା ପକ୍ଷୀଙ୍କ ସମାଗମ । ବିରଳ ପକ୍ଷୀଙ୍କୁ ଦେଖିବାକୁ ଆସୁଛନ୍ତି ପକ୍ଷୀପ୍ରେମୀ । ସୁବର୍ଣ୍ଣପୁର ଏବେ ପାଲଟିଯାଇଛି ପକ୍ଷୀଙ୍କ ଭୂସ୍ୱର୍ଗ ।
ଗୋଟିଏ ଗାଁର ଦୁଇଟି ଗଛରେ ଯୁବକ, ଯୁବତୀଙ୍କ ମୃତଦେହ ଝୁଲୁଛି । ଗଞ୍ଜାମ ଜରଡା ଥାନା ସାମନ୍ତରାପୁରରେ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା ।
ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।
ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗଙ୍ଗା ଡାକୁଆଙ୍କ ସାନପୁଅ ବିଷ୍ଣୁପ୍ରସାଦ ଡାକୁଆ ଗତବର୍ଷ କାମ କରିବାକୁ କାତାର ଯାଇଥିଲେ।
୨୨ ବର୍ଷ ବିତି ଗଲାଣି। ଏ ପର୍ଯ୍ୟନ୍ତ ସ୍ୱପ୍ନ ହୋଇପାରିଲା ନାହିଁ ପୂରଣ। ଏବେ ବି ଆମ ରାଜ୍ୟରେ ଚାଲିଛି ସ୍ୱପ୍ନ ଦେଖିବା ଓ ସ୍ୱପ୍ନ ପୂରଣ କରିବା ରାଜନୀତି...
ସୂର୍ଯ୍ୟ ମନ୍ଦିର ପରିସର ଓ ଆଖପାଖରେ ଥିବା କୀର୍ତ୍ତିରାଜିର ସୁରକ୍ଷା ଦାବି ହୋଇଛି...
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ
ମାତ୍ର କେଇ ମିନିଟରେ ତିଆରି ହୋଇଯିବ ସ୍କାଇସଡ୍ ଏଗ୍ ଫ୍ରାଏ। ଅଫିସରୁ ଆସି ତିଆରି କରି ଖାଆନ୍ତୁ ଏହି ସ୍ପେଶାଲ୍ ଆଇଟମ୍...
ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଇଛି ।
ବିଜେଡି ସାଂସଦ ଅନୁଭବ ମହାନ୍ତି ରଖିଥିଲେ ଅନେକ ସର୍ତ୍ତ । ଡିଭର୍ସ ଏଡାଇବା ପାଇଁ ପତ୍ନୀ ବର୍ଷା ଅନେକ ସର୍ତ୍ତ ମାନିବାକୁ ରାଜିଥିଲେ । ହେଲେ ଗୋଟିଏ ସର୍ତ୍ତରେ ହୋଇପାରିନଥିଲା ସହମତି । କଣ ଥିଲା ଏହି ସର୍ତ୍ତ ।
ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି କହୁଛନ୍ତି ଏମିତି ପୁଅକୁ ଧିକ୍...
ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।