ଯୁଆଡେ ଦେଖିବ ଭଳିକି ଭଳି ପକ୍ଷୀ । ଖରାଦିନ ହେଲେ ବି ଏଠି ରହିଛି ବିଦେଶରୁ ଆସିଥିବା ପକ୍ଷୀଙ୍କ ସମାଗମ । ବିରଳ ପକ୍ଷୀଙ୍କୁ ଦେଖିବାକୁ ଆସୁଛନ୍ତି ପକ୍ଷୀପ୍ରେମୀ । ସୁବର୍ଣ୍ଣପୁର ଏବେ ପାଲଟିଯାଇଛି ପକ୍ଷୀଙ୍କ ଭୂସ୍ୱର୍ଗ ।
Published: Pallipuspa Samal
Last updated: 24 May 2022, 12:50 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।