ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।
ଏଣିକି ରାସ୍ତାରେ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍ ପୋଲିସ କାଟିବ ଆପଣଙ୍କ ଫାଇନ୍। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...
ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...
ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।
ଅଟୋରୁ ବାହାରିଲେ ୨୭ ଯାତ୍ରୀ...
୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା
୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି
ଟ୍ରେନ ହାଇଜ୍ୟାକ ଖବର ପାଇଁ ଡାଇଭର୍ଟ ହେଲା ଟ୍ରେନ୍...
ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଆଜିର ନିବେଦନ...
ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।
ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...
ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।
ଭରା ନଈରେ ବିଦ୍ୟୁତ୍ ତାର ସାହାଯ୍ୟରେ ନଦୀ ପାର୍ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।
ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...
ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...
ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍ ପରିଚିତ ଥିଲେ।
ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।
ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...
ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ
ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।