• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Journey from Rairangpur to Raisina Hill- A look at President-elect Draupadi Murmu\'s life
ପାଠ ପଢିବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମାସକୁ ମିଳୁଥିଲା ମାତ୍ର ୧୦ ଟଙ୍କା !

ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ

Yojanara Na Hariloot-Rs 5 cr for road construction embezzled by govt officials in Kendrapara
ଇଏ କାଳେ ୫କୋଟିର ରାସ୍ତା? ସରକାରୀ ବାବୁ-ଠିକାଦାର ମିଶି ଖାଇଦେଲେ କୋଟି କୋଟି ଟଙ୍କା

ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ

Elderly woman suffering from leprosy ostracised by villagers - OTV special story
ରୋଗ ପାଇଁ...୨୦ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ

କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ

News Fuse। No roof in Gajapati\'s Kashinagar school, students study under open sky
ଏଇ ସ୍କୁଲରେ ପଢିଲେ ସିଧା ପିଲାଏ ଦେଖିବେ ସୌରମଣ୍ଡଳ...

ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍‌ ଦେଖିବେ।

Costly Fish
ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ ! ଜାଲରେ ପଡ଼ିଲା ୩୨ କିଲିଆ ତେଲିଆ ମାଛ

 ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।

Bonded Labor
କୋଇଡ଼ା ବସଷ୍ଟାଣ୍ଡରୁ ୯ ଶିଶୁ ଶ୍ରମିକ ଉଦ୍ଧାର

ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।

L&T
ସରକାର ଦେଲେନି ଟଙ୍କା, ସରକାରୀ କାର୍ଯ୍ୟାଳୟରୁ ଜିନିଷ ଉଠାଇନେଲା L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।

  • Saturday, 23 July 2022
  • L&T
Another patient succumbs in Dengaguda under Kashipur taking the death toll to 8
କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ଆଉ ଜଣଙ୍କ ଜୀବନ ଗଲା

କାଶୀପୁରରେ ଥମୁନି ହଇଜା ମୃତ୍ୟୁ.. ଡୁଡୁକାବାହାଲରେ ପଞ୍ଚାୟତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ...

Mid Day Meal
ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।

Fertiliser Eating
ଚିନି ଭାବି ଚୁଡ଼ାରେ ୟୁରିଆ ମିଶାଇ ଖାଇଦେଲେ; ଜଣେ ବୃଦ୍ଧା, ୩ ଶିଶୁ ଗୁରୁତର

ଚିନି ଭାବି ଚୁଡ଼ାରେ ୟୁରିଆ ସାର ଗୋଳାଇ ଖାଇଦେଲେ ନାତି ନାତୁଣୀ। ମିଛ କହୁଥିବା ଭାବି ନାତିନାତୁଣୀ ଖାଇଥିବା ଚୁଡା ଖାଇଦେଲେ ଆଈ।

An An, world's oldest male giant panda, dies at 35
ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପୁରୁଷ ପାଣ୍ଡା ‘ଆନ୍ ଆନ୍’

୩୫ ବର୍ଷ ବୟସରେ ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପାଣ୍ଡା...

NGT imposes Rs 28L fine on Kendrapara Municipality for polluting Gobari river
NGT ଛାଟ, ୨୮ ଲକ୍ଷ ଟଙ୍କା ଫାଇନ୍‌

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।

The Great Odisha Political Circus- Special episode on Congress Political Crisis
ଏବେ କଂଗ୍ରେସ ରଥ ପୂରା ଦୋହଲୁଛି...ଆଗକୁ ତ ଯାଉନି ବରଂ ପଛକୁ ଫେରୁଛି...

ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍‌ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...

Mobile phone saves life of jawan । Viral video
ଜୀବନ ନେଲାନି ବରଂ ଜୀବନ ବଂଚାଇଦେଲା ମୋବାଇଲ ଫୋନ୍‌...

ଯୁଦ୍ଧରେ ଯବାନଙ୍କ ଜୀବନ ବଂଚାଇ ଦେଲା ମୋବାଇଲ ଫୋନ୍‌। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, ଦେଖନ୍ତୁ କେମିତି?

Yojanara Na Hariloot- Private oil mill operating on govt land in Odisha
ସରକାରୀ ଜମିରେ...ନାଲିଆଖି ଦେଖାଇ ବାବୁ କରିଛନ୍ତି ତେଲ ମିଲ୍‌...

ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍‌। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍‌, ହେଲେ....

Police carries \'untouchable\' body for 3kms after villagers deny - OTV special story
ଶବ ଛୁଇଁଲେନି ସାହି-ଭାଇ..୩ କିମି ଶବ କାନ୍ଧେଇ କାନ୍ଧେଇ ଆଣିଲେ ପୋଲିସ ବାବୁ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...ଶବ ଛୁଇଁଲେନି ସାହି ଭାଇ। ମୃତ୍ୟୁ ପରେ ଏମିତି ୩ କିଲୋମିଟର ପର୍ଯ୍ୟନ୍ତ ଶବକୁ କାନ୍ଧରେ ବୋହି ବୋହି ପାହାଡ ତଳକୁ ଆଣିଲେ ପୋଲିସ ବାବୁ...

Mayurbhanj man awaits govt help to treat brain tumor - Apana Eka Nuhanti
ସ୍ତ୍ରୀର କଷ୍ଟ ଦେଖିପାରୁନାହାନ୍ତି... ଅପରେସନ୍‌ ପାଇଁ ଟଙ୍କା ବି ଯୋଗାଡ କରିପାରୁନାହାନ୍ତି...

ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍‌ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍‌

Auto driver\'s quest to arrange money for surgery - OTV special story
ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରି ଟଙ୍କା ସଂଗ୍ରହ କରୁଛି ସ୍ତ୍ରୀ..

ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍‌। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...

Pics made viral after denial to pay money - OTV Cyber Crime
ଟଙ୍କା ଦେଲେନି ବୋଲି...କଲ ଗର୍ଲ କରି ଫଟୋ ଭାଇରାଲ କରିଦେଲେ...

ହ୍ୱାଟ୍ସଆପ୍‌ର ଡିପି ସେମାନେ ଜାଣିଲେ କେମିତି? ଟଙ୍କା ଦେଲେନି ବୋଲି କଲ ଗର୍ଲ କରି ଭାଇରାଲ କରିଦେଲେ ଫଟୋ। ଦେଖନ୍ତୁ ଏହାପରେ ହେଲା କଣ?

Is Virat Kohli the most expensive celeb in Asia - Watch OTV special report
ବିରାଟଙ୍କ ବିଗ୍‌ କ୍ରେଜ୍‌, ମାତ୍ର ଗୋଟିଏ ପୋଷ୍ଟରୁ ରୋଜଗାର କରୁଛନ୍ତି ୮ କୋଟି?

ବିରାଟଙ୍କ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....

Nagin dance on road - News Fuse
ବାଃ ବାଃ...ରାସ୍ତାରେ ହର୍ଣ୍ଣ ବାଜିଲା, ଏମାନେ ନାଗିନ ନାଚିଲେ...

ଭିଜା ଭିଜା ପାଗରେ ଲାଗେ ଭାରି ମଜାରେ। ୱା ୱା...ରାସ୍ତାରେ ହର୍ଣ୍ଣ ଦେଲା ଟ୍ରକ୍‌, ଅନ୍‌ କଣ୍ଟ୍ରୋଲ ହେଲେ ପଲେ ପିଲା। ବାସ୍‌ ତା’ପରେ ଦେଖୁନାହାନ୍ତି କେମିତି ଆରମ୍ଭ କରିଦେଲେ ନାଗିନ ଡ୍ୟାନ୍ସ...

Allegation Against Boudh Divisional Forest Officer
ବୌଦ୍ଧ DFOଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି। 

Mid Day Meal Scam
ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

Rajeswari
ଯୁବା ବୟସରେ ରୋଗ ଛଡ଼େଇନେଲା ଆୟୂଷ, କ୍ୟାନ୍ସର ସହ ଦୀର୍ଘଦିନ ଜୁଝିବା ପରେ ଆଖିବୁଜିଲେ ରାଜେଶ୍ୱରୀ

ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।