ନଦୀରେ ଭରି ରହିଥିଲା ଅକାତ କାତ ବଢିପାଣି। ଏହି ସମୟରେ ଭାସିଆସିଥିଲେ ଜଣେ ମହିଳା। ପାଦରେ ତାଙ୍କ ଶିକୁଳି ପଡିଥିଲା। ପାଖାପାଖି ୫୦ କିମି ସେ ନଦୀ ଜଳରେ ଭାସି ଆସିଥିଲେ। ଦେଖନ୍ତୁ ଏହି ରିପୋର୍ଟ ।
ଏ ଜୀବନ କାହାଣୀ, ୨୦୨୨ରେ ଆଇଏଏସ୍ ପାଇଥିବା ଦିଲ୍ଲୀର ଯୁବକ ସମ୍ୟକ୍ ଜୈନଙ୍କର । ୨୮ ବର୍ଷୀୟ ସମ୍ୟକ୍ ଏବେ ପୁଡୁଚେରିରେ ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । କିନ୍ତୁ ତାଙ୍କର ଲଢ଼େଇ ସେତେ ସହଜ ନଥିଲା । ଶୁଣନ୍ତୁ ତାଙ୍କଠାରୁ ଆଉକିଛି ସଂଘର୍ଷର କଥା ।
ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ
ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..
୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି। “ଏ ମେରେ ବତନ କେ ଲୋଗୋଁ” ପରି ଗୀତରେ ଦେଶପ୍ରେମର ମିଳୁଥିଲା ଝଲକ ତ “ଲଗଜା ଗଲେ” “ପ୍ୟାର କା ନଗମା ଭଳି” ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ....ଶୁଣନ୍ତୁ ଦିଦିଙ୍କର ସୁପର ହିଟ୍ ଗୀତ...