Death trap lies on road to crematorium ground in Binika
ବାହାରୁ ବେଶ୍ ଚକ୍ଚକ୍, ହେଲେ ଭିତର ପୂରା ଫମ୍ପା। ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ...ଶବ କାନ୍ଧେଇ ଗଳା ବେଳେ ଟିକିଏ ଅନ୍ୟମନସ୍କ ହେଲେ ନିଜର ଚାଲିଯାଇପାରେ ପ୍ରାଣ। ୪ ମାସର କାମକୁ ୫ ବର୍ଷ ହେଲାଣି କରାଯାଉଛି। କିନ୍ତୁ କାମ ସରୁନି । ବର୍ଷାରେ ତିନ୍ତିତିନ୍ତି ଶବଦାହ କରୁଛନ୍ତି ଲୋକେ...ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କେମିତି ଚାଲିଛି ଶବଦାହ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)