ଓଡ଼ିଆଠୁ ବେଙ୍ଗଲୀ...ସବୁ ଭାଷାରେ ଗାଆନ୍ତି ପୂରା ମସ୍ତ ଗୀତ। ମୌସୁମ ଦେଖି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ଗୀତ ଗାଇଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର। ଶୁଣିନିଅନ୍ତୁ ଏଇ ସବୁ ସୁନ୍ଦର ସୁନ୍ଦର ଗୀତ
ଅନ ସ୍କ୍ରିନ୍ରେ ରାଉଡ଼ି ବୋହୂ। ଆଉ ଅଫ୍ ସ୍କ୍ରିନ୍ରେ ଲାଜକୁଳି ଝିଅ ...ରାଜ୍ ରାଜେନ୍ଦ୍ରଙ୍କୁ ସମସ୍ତଙ୍କ ଡର, ହେଲେ ପୂଜାଙ୍କର ନାହିଁ ଖାତର...କେତବେଳେ ପ୍ରେସର କୁକର ଫଠାଇ ଦେଉଛନ୍ତି ତ ଆଉ କେତେବେଳେ...
ସେତେବେଳେ ଝିଅ ଥିଲେ। ଏବେ ବୋହୂ। ଝିଅ ଆମର ନୂଆ ବୋହୂର ସେ ପୂଜା। ମୁହଁ ଉପରେ କଡା ଜବାବ ଦେବାରେ ସେ କରନ୍ତି ନାହିଁ ପଛଘୁଞ୍ଚା...
ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି