ଓଡ଼ିଆଠୁ ବେଙ୍ଗଲୀ...ସବୁ ଭାଷାରେ ଗାଆନ୍ତି ପୂରା ମସ୍ତ ଗୀତ। ମୌସୁମ ଦେଖି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ଗୀତ ଗାଇଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର। ଶୁଣିନିଅନ୍ତୁ ଏଇ ସବୁ ସୁନ୍ଦର ସୁନ୍ଦର ଗୀତ