କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ
Published: Otv Khabar Bureau
Last updated: 23 July 2022, 11:07 AM IST
ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍ ଦେଖିବେ।