• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha crime branch unearths SIM box racket
ସାବଧାନ ! ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ଠକେଇ, ମୋବାଇଲ୍‌କୁ ଆସୁଛି ଫେକ୍‌ ମେସେଜ୍‌...

ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି।

Viral aeroplane graveyard in Thailand and America
ଏଇଠି ଅଛି ବିମାନ ପାଇଁ କବରସ୍ଥାନ; ଦେଖନ୍ତୁ…

ଆପଣ କେବେ ଶୁଣିଛନ୍ତି କି ବିମାନ ପାଇଁ ବି ଅଛି କବରସ୍ଥାନ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଠାରେ ଅକାମି ବିମାନଗୁଡିକୁ ଫିଙ୍ଗି ଦିଆଯାଏ। ଜାଣନ୍ତୁ ଏମିତି ଜାଗା କୋଉଠି ଅଛି।

Good news for you who wanted to buy a house
ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର, ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।

Tributes to Arindam on his birth place
ସେଥିଲେ ସାହସୀ, ନିର୍ଭୀକ ଆଉ ସଚ୍ଚୋଟ ସାମ୍ବାଦିକ

କେନ୍ଦୁଝର ମାଟିରୁ ଆସି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ୍ ପାଇଁ ପରିଚିତ ହୋଇଥିଲେ ।

Puri-Konark Marine Drive
ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ?

ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର ।

Tributes to Arindam on his birth place
‘କେନ୍ଦୁଝର ମାଟି ଅରିନ୍ଦମଙ୍କ ପରି ଜଣେ ସାହସୀ ପୁଅ ପାଇ ଗର୍ବିତ’

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।

Good news for you who wanted to buy a house
ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର

ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍‌ଟି, ସେବାକର ଓ ଡେଭଲପ୍‌ମେଣ୍ଟ୍‌ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।

Lots of money found from bus passenger
ବସ ଯାତ୍ରୀଙ୍କ ଠାରୁ ଜବତ ହେଲା ୩୩ ଲକ୍ଷରୁ ଅଧିକ ଟଙ୍କା

ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍‌ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

moon-shaped luxury resort at dubai
ହାତ ଠାରି ଡାକୁଛି ଜହ୍ନ...ଥରେ ଗଲେ ଆଉ ଫେରିବାକୁ ଚାହିଁବନି ମନ

ଠିକ୍‌ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି।

Sans Bridge
ଶୁଣିଲାନି ପ୍ରଶାସନ; ଗାଁ ଲୋକ ଏକାଠି ହେଲେ, ଶିଆଳି ଲଟାରେ ପୋଲ ତିଆରି କଲେ

ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।

Ganjam family In trouble
ଟେଲରିଂ କରି ଘର ଚଳାଉଥିଲେ ସୁରେନ୍ଦ୍ର, ଜ୍ୱରରେ ଚାଲିଗଲା ଜୀବନ ! ଏବେ ପୁରା ପରିବାର ଅସହାୟ

ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ ।

Strike of Sweepers
ନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ! ଅଳିଆ ଉଠାଇଲେନି ସଫେଇ କର୍ମଚାରୀ

ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..

Binika school
ବାଃ ବାଃରେ 5T। କଳାପଟା ନାହିଁ ବୋଲି ଆଲମିରାରେ ପିଲାଙ୍କୁ ପଢାଯାଉଛି ପାଠ

ଆଚ୍ଛା !! ଏମିତି ଚାଲିଛି ଆମର ସ୍ମାର୍ଟ ସ୍କୁଲ। ବ୍ଲାକ୍‌ ବୋର୍ଡ ନାହିଁ ବୋଲି ଆଲମିରାକୁ କଳାପଟା ଭାବରେ ବ୍ୟବହାର କରୁଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତରତର ହୋଇ ସ୍କୁଲ ଉଦଘାଟନ କଲେ। ହେଲେ ସ୍କୁଲର ହାଲ୍‌ ପୂରା ବେହାଲ ଅବସ୍ଥାରେ

Woman seeks govt help
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ମାଆ ଆଉ ସ୍ତ୍ରୀ...ସାହାଯ୍ୟ ମିଳିଲେ ବଂଚିଯିବେ ମିଥୁନ୍‌

କ୍ୟାନସରରେ ପଡିଛି ସ୍ୱାମୀ। ସାହାଯ୍ୟ ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛି ସ୍ତ୍ରୀ। ଲୋକଙ୍କୁ ପ୍ରାର୍ଥନା କରୁଛି, ମତେ ଟିକିଏ ସାହାଯ୍ୟ କର। ମୋ ସ୍ୱାମୀଙ୍କୁ ବଂଚାଇ ଦିଅ। ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛି ମାଆ...ସେପଟେ ଭାଇ ଲାଗି ଭଉଣୀ....

Taste Of Odisha
କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଦେଇ ଏମିତି କରନ୍ତୁ କଖାରୁ ଅଣ୍ଡା ମୁସ୍କା...

କେବେ ଖାଇଛନ୍ତି କି କଖାରୁ ଅଣ୍ଡା ମୁସ୍କା? କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଗୁଣ୍ଡ ସହ ଏମିତି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡିବନି

Student Suicide In Bhubaneswar
ହଷ୍ଟେଲ୍‌ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ

ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Arindam, We Miss You
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ମାଆ ଆଉ ସ୍ତ୍ରୀ...ସାହାଯ୍ୟ ମିଳିଲେ ବଂଚିଯିବେ ମିଥୁନ୍‌

ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍‌। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍‌ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’

Accident In High Security Zone In Bhubaneswar
ଡିଭାଇଡରରେ ପିଟି ହୋଇ ୩୦ ଫୁଟ ଉପରକୁ ଉଠିଲା କାର୍‌, ତା’ପରେ...

ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Unknown Disease
ଗୋଟିଏ ପରେ ଗୋଟିଏ ମୁଣ୍ତ ନେଉଛି ଅଜଣା ରୋଗ: ୧୨ ଦିନରେ ନେଲାଣି ୮ ଜୀବନ

ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

Arindam Das
‘ନା ମୁଁ ତତେ ଭୁଲିବି ନା ତୁ ମତେ ଭୁଲିବୁ’

ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍‌ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି ଫ୍ଲୋର୍‌। ଯିଏ ତାଙ୍କ ରିପୋର୍ଟିଂର ଦିୱାନା ସେମାନେ ଆଜି ବି ସ୍କ୍ରିନ୍‌ରେ ଖୋଜୁଛନ୍ତି ଅରିନ୍ଦମଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଆପଣ ସବୁବେଳେ ମନେ ରହିବେ ଅରିନ୍ଦମ ଭାଇ ।’

News Fuse
ବାଃ ବାଃ !! ଯାହାକୁ ସଂଧ୍ୟାରେ ପକାଇଥିଲେ, ସେଇୟାକୁ ସକାଳୁ ଉଠାଇଲେ...

ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍‌ ଆସିବେ, ଫାଇନ୍‌ କାଟିଦେବେ

Mob Barges Into Police Station After Breaking Open Gate And Thrashes Police Officials
ମହଙ୍ଗା ପଡ଼ିଲା ରାତି ଅଧିଆ ରେଡ୍‌, ପୋଲିସ୍‌କୁ ତଳେ ପକାଇ ଖୋବି ଚାଲିଲେ...

ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ପୋଲିସ୍‌କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ତଳେ ପକାଇ ପୋଲିସ୍‌କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ପୋଲିସ୍‌ର ରାତି ଅଧିଆ ଚଢଉକୁ ବିରୋଧ କରି ଲୋକଙ୍କ ଆକ୍ରୋଶ ବଢ଼ିଥିଲା।

Good news for home-buyers in Odisha
ଘର କିଣିବା ପାଇଁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର, ରିଅଲ୍‌ ଇଷ୍ଟେଟ୍ ନିୟମରେ ବଡ଼ ପରିବର୍ତ୍ତନ...

ଏଣିକି ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଘର/ ଜମି କ୍ରେତାଙ୍କ ଠାରୁ ଜିଏସ୍‌ଟି, ସେସ୍ କି ଅନ୍ୟାନ୍ୟ ଟିକସ ନେଇ ପାରିବେନି। ସେମାନେ ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି।

One Labour Killed After Dumper Rams Into Roadside Camp
ଯମ ପରି ମାଡ଼ି ଆସିଲା, ଆଖି ଆଗରେ ଚଢ଼ିଗଲା: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର

ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।