Advertisment

ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର, ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।

author-image
Satyendu Shekher Mishra

ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର। ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା। ଜିଏସ୍‌ଟି, ସେବାକର, ସେସ୍ କିମ୍ବା ଡେଭଲପ୍‌ମେଣ୍ଟ ଫି ନାମରେ ଶୋଷଣ କରିପାରିବେନି ବିଲ୍ଡର। ଚୁକ୍ତି ସମୟରେ ଧାର୍ଯ୍ୟ ମୂଲ୍ୟ ହିଁ ହେବ ଘରର ଚୂଡ଼ାନ୍ତ ମୂଲ୍ୟ। ଏଥିଲାଗି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।

Advertisment
Urban Dwellers RERA Rules
Advertisment
Advertisment