• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Woman Seeks Govt Help

Woman Seeks Govt Help
ହେ ନବୀନ ବାବୁ ମୋତେ ଘର ଖଣ୍ଡେ ଦିଅ, ମୁଁ ମୋ ପରିବାର ସହ ରହିବି

ନବୀନ ସରକାରଙ୍କୁ ଗୁହାରୀ କରୁଛି ମୋତେ ଘର ଖଣ୍ଡ ଦିଅ, ମୁଁ ମୋର ଦୁଇ ପିଲାଙ୍କୁ ଧରି ଭଲରେ ରହିବି l ଏଭଳି କହି ସରକାରଙ୍କୁ ଗୁହାରୀ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା । ଆବାସ ଘର ପାଇଁ ୨୦ ବର୍ଷ ହେଲା ଗୁହାରୀ ଜରି କରି ଥକି ଗଲେଣି ହେଲେ ଆବାସ ଯୋଜନାରେ ଘର ଖଣ୍ଡ ମିଳୁନାହିଁ । ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମାତାକୁପା ଗାଁରେ …

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ

ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

woman seeks govt help
ଭୟଙ୍କର ଭାବରେ ବଢୁଛି ଝିଅର ମୁଣ୍ଡ, ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ମାଆ

ଦିନ ବଢିବା ସାଙ୍ଗେ ବଢୁଛି ସୁମିତ୍ରାଙ୍କ ମୁଣ୍ଡ। ବାପା ଚାଲିଯିବା ପରେ ପର ଦୁଆରେ ମୂଲ ଲାଗି ଘର ଚଳାଉଛି ମାଆ। ଝିଅର କଷ୍ଟକୁ ଦେଖି ପାରୁନି କି ସହିପାରୁନି...କାନ୍ଦି କାନ୍ଦି ମାଗୁଛି ସହାୟତା। କହୁଛି, ମତେ ସାହାଯ୍ୟ କର, ମୋ ଝିଅକୁ ଭଲ କରିଦିଅ....

Elderly woman seeks govt help
୫ ବର୍ଷରେ ଚାଲିଗଲେ ବାପା-ମାଆ: ଶିବା ଦେଖିଥିବା ସ୍ୱପ୍ନ ପୂରଣ ହେବ କେମିତି?

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Woman seeks govt help
ସ୍ୱାମୀ ପାଇଁ ଭିକ ମାଗୁଛନ୍ତି ମାଆ ଆଉ ସ୍ତ୍ରୀ...ସାହାଯ୍ୟ ମିଳିଲେ ବଂଚିଯିବେ ମିଥୁନ୍‌

କ୍ୟାନସରରେ ପଡିଛି ସ୍ୱାମୀ। ସାହାଯ୍ୟ ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛି ସ୍ତ୍ରୀ। ଲୋକଙ୍କୁ ପ୍ରାର୍ଥନା କରୁଛି, ମତେ ଟିକିଏ ସାହାଯ୍ୟ କର। ମୋ ସ୍ୱାମୀଙ୍କୁ ବଂଚାଇ ଦିଅ। ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛି ମାଆ...ସେପଟେ ଭାଇ ଲାଗି ଭଉଣୀ....