ସରକାରଙ୍କ ତଥ୍ୟ ଗୋଟେ ଆଉ ଗ୍ରାଉଣ୍ଡ ରିୟଲିଟି ଆଉ ଗୋଟେ। ବନ୍ୟା ସମୟରେ କେଉଁଠି ଖାଦ୍ୟ ପହଞ୍ଚି ନଥିଲା ତ ଆଉ କେଉଁଠି ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଥିବା ନେଇ ଏକାଧିକ ଅଭିଯୋଗ ହୋଇଥିଲା।
ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ, ପାଣି ଛାଡ଼ିବାର ୭ଦିନରେ କ୍ଷୟକ୍ଷତି ଆକଳନ ସହ ୧୫ଦିନ ରିଲିଫ୍ ଦେବାକୁ ସରକାରଙ୍କ ଘୋଷଣା