ଆଚ୍ଛା !! ଏମିତି ଚାଲିଛି ଆମର ସ୍ମାର୍ଟ ସ୍କୁଲ। ବ୍ଲାକ୍ ବୋର୍ଡ ନାହିଁ ବୋଲି ଆଲମିରାକୁ କଳାପଟା ଭାବରେ ବ୍ୟବହାର କରୁଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତରତର ହୋଇ ସ୍କୁଲ ଉଦଘାଟନ କଲେ। ହେଲେ ସ୍କୁଲର ହାଲ୍ ପୂରା ବେହାଲ ଅବସ୍ଥାରେ
Published: Pallipuspa Samal
Last updated: 13 September 2022, 02:57 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।