କାରଣ ସମୁଦ୍ରର ଭୀମକାୟ ଢେଉ ମା଼ଡରେ ମେରାଇନ୍ ଡ୍ରାଇଭ୍ର ଇକୋ-ରିଟ୍ରିଟ୍ ସ୍ଥଳ ପାଖରେ ପ୍ରାୟ ୨୫୦ ମିଟର ପ୍ରାଚୀର ଧୋଇ ଯିବା ପରେ ଏବେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।
ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର ।
ବାଲିବସ୍ତା ଓ ବହ୍ଲା ଦେଇ ରୋକିବାକୁ ପ୍ରୟାସ । ଜଗତସିଂହପୁର ଶିଆଳି ବେଳାଭୂମିରେ ଧୋଇଗଲା ଭ୍ୟୁ ଟାଓ୍ୱାର ଚଟାଣ ।