Advertisment

ହଟହଟା ହେଲେ ଜିଲ୍ଲାପାଳ, ଲୋକେ ଛାଡ଼ିଲେନି

ଗାଡ଼ି ସାମ୍ନାରେ ଶୋଇଲେ। ପ୍ରବଳ ଗହଳି ଜନଅସନ୍ତୋଷ ଭିତରେ ଚାଲିଚାଲି ଗଲେ ଜିଲ୍ଲାପାଳ। ଦେଖନ୍ତୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଏ ଘଟଣା

author-image
Satyendu Shekher Mishra

ହଟହଟା ହେଲେ ଜିଲ୍ଲାପାଳ। ଲୋକେ ଛାଡ଼ିଲେନି। ରାସ୍ତାରେ ବସିଲେ। ଗାଡ଼ି ସାମ୍ନାରେ ଶୋଇଲେ। ପ୍ରବଳ ଗହଳି ଜନଅସନ୍ତୋଷ ଭିତରେ ଚାଲିଚାଲି ଗଲେ ଜିଲ୍ଲାପାଳ। ଦେଖନ୍ତୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଏ ଘଟଣା

Advertisment
Protest
Advertisment
Advertisment