ଅବହେଳିତ ପ୍ରାଥମିକ ଶିକ୍ଷକ ! ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୯,୬୦୦ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି।ସେହିପରି ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୯,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି।
ବଦଳିଲା ପାଗ ମିଜାଜ୍। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଆଗାମୀ ୨ ଘଣ୍ଟା ପାଇଁ ଟ୍ୱିନ ସମେତ ୫ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗତକାଲି କୋଲକାତାରେ କାଳ ବୈଶାଖୀ ହୋଇଥିଲା। ବର୍ଷା ସହ ଜୋରରେ ପବନ ହୋଇଥିଲା। ଏଥିପାଇଁ କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଅବତରଣ କରିଥିଲା। ପରେ ୬ଟି ବିମାନ କୋଲାକତା ଯାଇଥିଲା। ଅନ୍ୟ ୨ଟି ବିମାନ କୋଲକାତା ଯାଇପାରିନଥିଲା।
ଆଜି ସକାଳେ ଘରୋଇ ସ୍କୁଲ ବସ୍ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା। ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା। ସ୍କୁଲ ବସ୍ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।
ନିଶା ବେପାରୀକୁ ଗୁଳି । ଧଳା ଜହର କାରବାର କରୁଥିବା କୁଖ୍ୟାତ ଅପରାଧୀ ଶେଖ୍ ଜାମସେଦକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ । ଜାମସେଦ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାବେଳେ ତାକୁ ଗିରଫ କରି ଏମ୍ସରେ ଭର୍ତ୍ତି କରିଛି ପୋଲିସ ।
ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏକ ପିକଅପ୍ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାର ପାଇଁ ଯାଇଥିବା ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଏହି ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ଯାଇଥିଲା।
ଫ୍ଲାୱାର ସମଝେ କ୍ୟା। ଫାୟାର ହୈ ମେଁ...। ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ୍। ଗୁରୁବାର ଡବଲ ଏନ୍କାଉଣ୍ଟର ପରେ ଲୁଟେରାଙ୍କୁ ଏଭଳି କିଛି ନାଲି ଆଖି ଦେଖାଇଛି ପୋଲିସ୍। ଫିଲ୍ମ ଡାଇଲଗ୍ ମାଧ୍ୟମରେ ଦେଇଛି ଚେତାବନୀ। ଅପରାଧୀଙ୍କୁ କରାଇଛନ୍ତି ସତର୍କ।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ହୋଇଛି । ବରଗଡ଼ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି।
୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି।
ଖୋଲୁଛି ନକଲି ପୋଲିସର ଖତରନାକ୍ ଖେଳ। ଗତକାଲି ଗିରଫ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକଲା ଭଳି ଘଟଣା । ଡିଏସପି ଭାବେ ମାନସ ସେନାପତିଙ୍କର କୁଆଡେ ହୋଇଥିଲା ପ୍ରମୋସନ।
ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...
ଏପ୍ରିଲ ୧୮ରୁ ୨୮ ତାରିଖ ଯାଏ କଳିଙ୍ଗ ସୁପର୍ କପ୍ ଖେଳାଯିବ। ଏଥିରେ ସାମିଲ ହେବେ ବଛା ବଛା କ୍ଲବ୍। ଦେଶର ଶ୍ରେଷ୍ଠ କ୍ଲବ୍ ମାନଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। AIFF ରାଜ୍ୟ କ୍ରୀଡ଼ା ବିଭାଗକୁ ଚିଠି ଲେଖି ଏହା ସ୍ପଷ୍ଟ କରିଥିବା ବେଳେ, କ୍ରୀଡ଼ା ବିଭାଗ ପକ୍ଷରୁ ସୋଶାଲ ମିଡିଆରେ ମଧ୍ୟ ଏନେଇ ଘୋଷଣା କରାଯାଇଛି।
ଗତକାଲି ମହାଦୀପ ଧରି ଲିଙ୍ଗରାଜ ମନ୍ଦିର ଚୂଡାକୁ ଚଢିବା ବେଳେ ହଠାତ ଖସିପଡିଥିଲେ ସେବାୟତ ଯୋଗେନ୍ଦ୍ର । ଫଳରେ ନିର୍ଦ୍ଧାରିତ ସମୟରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ ରାତି ପ୍ରାୟ ୧୦ଟା ୪୦ ବେଳକୁ ଉଠିଥିଲା ମହାଦୀପ।
KIITରେ ପ୍ଲେସମେଣ୍ଟ ନାଁରେ ଯୌନ ନିର୍ଯାତନା। ପ୍ଲେସମେଣ୍ଟ ଦାୟିତ୍ବରେ ଥିବା ପ୍ରଫେସର ନାଁରେ ଅଭିଯୋଗ। ଅଶ୍ଳୀଳ ମେସେଜ ପଠାଉଥିଲେ, ରାତି ୯ଟା ପରେ ଫୋନରେ କରିବାକୁ କହୁଥିଲେ ।
ରଞ୍ଜିତଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ହୃଦାନନ୍ଦଙ୍କ କାନ୍ଧ ଓ ଅଣ୍ଟାରେ ଆଘାତ ଲାଗିଛି। ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ କାର୍ର ଧକ୍କା ହୋଇଥିଲା।
ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ। ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା।
ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ। ଓଡ଼ିଶା ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ ବୋଲି ମୋଦି କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ।
କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ ହେବ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।
ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। । ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା
ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି।