ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।