• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

High Security Number Plate
ଯାଉନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍, ଚିନ୍ତାରେ ଗାଡ଼ି ମାଲିକ ଓ ଚାଳକ

କେଉଁଠି ଦୁର୍ବଳ ନେଟ୍‌ୱର୍କ ଯୋଗୁଁ ଅନ୍‌ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍‌ ୱେବ୍‌ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।

Ratnabhandar
ଶ୍ରୀମନ୍ଦିର ପରିଚାଳନା କମିଟିରେ କାହିଁକି ଉଠୁନି ମହାପ୍ରଭୁ ଜଗନ୍ନାଥଙ୍କ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ?

ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?

Ratnabhandar
ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Paradeep Town
ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।

Ratna Bhandar
ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Anubhav Mohanty And Varsha Priyadarshini
କଟକ ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଞ୍ଚିଥିବା ସୂଚନା

villagers build wooden bridge
ସରକାର ଶୁଣିଲାନି, ଲୋକେ କଲେ କାଠ ପୋଲ

ଆମ ସରକାର ଲୋକଙ୍କ ସମସ୍ୟା ଆଧାରରେ ଯୋଜନା କରନ୍ତି ନା ଅମଲାଙ୍କ ନକ୍ସା ଦେଖି ତାହା ସେ ହିଁ ଜାଣିଥିବେ। ହେଲେ ଏଠି ଏମିତି ପୋଲ ତିଆରି କରିଛନ୍ତି ଯେ, ଲୋକେ କହିଲେ ରଖ ତମ ଯୋଜନା, ଆମେ ବାନ୍ଧିବୁ କାଠ ପୋଲ। ଚାଲନ୍ତୁ ଦେଖିବା ବାସୁଦେବପୁରରୁ ଏ ରିପୋର୍ଟ

Sweet corn makes Dhenkanal farmers smile
ମିଠା ମକା ଭାରି ବଢ଼ିଆ, ବର୍ଷକୁ ଚାଷ ଦୁଇଥର

ଆମେ ବହୁତ ଧାନ ଚାଷ କଲୁ ହେଲେ ଲାଭ କାହିଁ ? ତେଣୁ ସ୍ଥିର କଲୁ ମିଠା ମକା ଚାଷ କରିବୁ। ବର୍ଷକୁ ଦୁଇ ଥର, ରାସ୍ତା କଡ଼ରେ ବସିଲେ ସେଇଠି ମେଲିଲା ବଜାର। ଏ ଚାଷ ଆମକୁ ନୂଆ ଉପାୟ ବତେଇଛି

Woman print her resume on cake to show her crative skill
ଚାକିରି ନ ମିଳିବାରୁ ଶେଷରେ କେକ୍‌ ଉପରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା

ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍‌ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।

Meet multi-talented visually-challenged Santosh
ଦୃଷ୍ଟିବାଧିତ ହୋଇ ବି ଧୁରନ୍ଧର ସନ୍ତୋଷ

ସିଲେଇ କରିଜାଣନ୍ତି, ଇଲେକ୍ଟ୍ରି କାମ କରନ୍ତି, ଟେଣ୍ଟ୍ ହାଉସ୍ ବି ଅଛି। ହାରମନିୟମ ଧରିଲେ ଗୀତ ଗାଆନ୍ତି। ଏତେ କାମ କରି ପାରୁଥିବା ସନ୍ତୋଷ କିନ୍ତୁ ସରକାରଙ୍କ ଉପରେ ଅସନ୍ତୋଷ। କାରଣ ସେ ଦୁନିଆ ଦେଖି ପାରନ୍ତି ନାହିଁ। ଦୃଷ୍ଟିବାଧିତ ସନ୍ତୋଷଙ୍କ ପାଇଁ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି

scb medical
SCBରୁ ଶିଶୁ ଗାଏବ ଘଟଣାରେ ଟ୍ୱିଷ୍ଟ: ଜଣେ ମହିଳା ମାଷ୍ଟରମାଇଣ୍ଡ

ଏହା ପରେ ସେମାନେ ହସ୍ପିଟାଲକୁ ଆସି ନିଜ ପିଲାକୁ ନେଇ ତୋଫାନଙ୍କ ଝିଅକୁ ଛାଡ଼ି ଯାଇଛନ୍ତି। 

E-bike showroom
ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

news fuse
ଏଠି ଟାଙ୍କି ପୂରା ଫୁଲ୍, ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି

ଯାଇଁଲୁରେ ନାରଣ ତୁ ଆଉ କିଛି କହନା। ଏଠି ଟାଙ୍କି ପୂରା ଫୁଲ୍। ଗାଡ଼ି ମେନ୍ ରେ ଅଛି। ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି। ଆଜି ପେଗ୍ ବଢ଼ି ଯାଇଛି

The brave story of Bhagat Singh
ଅମର ସହିଦ ଭଗତ ସିଂହଙ୍କ ବୀରତ୍ୱର କାହାଣୀ

ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

High Security Number Plate
ନୂଆ ନମ୍ବର ପ୍ଳେଟ୍‌କୁ ନେଇ ଆସିଲା ନୂଆ ନିୟମ

ଏଯାଏଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଲଗାଇନଥିବା ଗାଡ଼ି ଚାଳକଙ୍କ ପାଇଁ ଏଭଳି ଆଶସ୍ତିକର ଖବର ଦେଇଛି ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ।

Samaleswari
ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଚିଠି ଲେଖି ଭକ୍ତ ଜଣାଇଛନ୍ତି ମନର କଥା

ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଭକ୍ତ ଜଣକ ।

Mahankalpa Bata
ବର୍ଷା ଋତୁରେ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶିବା ବଦଳରେ ଥୁଣ୍ଟା ଓ ଲଣ୍ଡା ଚେହେରା

ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

Mahankalpa Bata
ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା ।

Samaleswari
ମାଆ ସମଲେଇଙ୍କ ହୁଣ୍ଡିରେ ଲଭ୍‌ ଲେଟର ! ଭକ୍ତ କହୁଛି ପ୍ରେମିକ ସହ ବିହା କରିଦେ

ମାନସିକ ପୂରଣ ପାଇଁ ମାଆଙ୍କ ନିକଟକୁ ଚିଠି । ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଏକାଧିକ ହାତଲେଖା ଚିଠି ।

High Security Number Plate
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍ ! ନୂଆ ନିୟମ ଦେଲା ଆଶ୍ୱସ୍ତି

ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍‌ରେ ଲୋକେ ।

Unique Letters Found From Hundi Of Sambalpur’s Samaleswari temple
ମା’ ସମଲେଇଙ୍କୁ ଚିଠି- ‘ମୋର ପ୍ୟାର୍‌ ରବୀନ୍ଦ୍ର ସାଙ୍ଗେ ମତେ ବିହା କରେଇ ଦେ...’

ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ।  କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ। 

 Anjana Mishra Big Statement On Her Biography Web Series
ସାଂଘାତିକ ଅଭିଯୋଗ ଆଣିଲେ ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର

ବହୁ ଚର୍ଚ୍ଚିିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। 

New rule for high security number plate
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ

ଗାଡିର ନମ୍ବର ପ୍ଲେଟ୍‌ ନଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ !