ବେରୋଜଗାରୀ ଦିବସରେ ବୋଦା-ମେଣ୍ଢା କରିବେ କଣ? ଆଲୋ ଆଲୋ ଇଏ କଣ? କଂଗ୍ରେସ କଣ ବୋଦାଙ୍କୁ ଚାକିରି ଦେବା ପାଇଁ ଦାବି କଲାଣି? ଦେଖୁନୁରେ ନାରଣ, କେମିତି ମୁଢି ଖାଇଗଲାଣି ବୋଦା, ଆଉ ଥିବ ଯେ ଖାଇବ ଶୂନ ପାଂପୁଡି?
ମାଆ ମତେ ଏତେ ପାଠ ପଢିବାକୁ କୁହନି...ମୁଁ ଏତେ ପାଠ ପଢି କଣ କରିବି? ବୁଢା ହେବି ପଛେ ପାଠ ସରିବନି...ବାସ୍ ଏତିକି କହି କାନ୍ଦି ପକାଉଛି କୁନି ପୁଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାପୁ ନାମରେ ଘରେ ଘରେ, ପ୍ରତିଟି ହୃଦୟରେ ସେ ପରିଚିତ। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଗୁଜୁରାଟର ପୋର ବନ୍ଦରରେ ଅକ୍ଟୋବର ୨ ତାରିଖ ୧୮୬୯ରେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମାଗାନ୍ଧୀ ।
୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ତାଙ୍କୁ ସବୁଦିନ ପାଇ ମନେରଖିଥିବେ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ନେତାଙ୍କ ମୁହଁରୁ ଶୁଣୁଥିବା ‘ଜୟ ଯବାନ ଜୟ କିଶାନ’ ଥିଲା ଶାସ୍ତ୍ରୀଙ୍କ ସ୍ଲୋଗାନ
ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି କଥା ଜାଣିନେବା।
ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା?
ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏହା ଥିଲା ଏକ ନିଆରା ପ୍ରୟାସ।
ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ
କଲ୍ୟାଣପୁର ପଞ୍ଚାୟତର ୩୦ରୁ ୪୦ ହିତାଧିକାରୀଙ୍କ ପିଡିଏସ୍ ସାମଗ୍ରୀ ଡିଲର ବସନ୍ତ ପଢିହାରୀ ହଡପ କରିଥିବା ଅଭିଯୋଗ ହୋଇଛି
୩ ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟକୁ ନେଇ ବଡ଼ ସସପେନ୍ସ
ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ଚାହୁଁଚାହୁଁ ୧୨ ଦିନ ହୋଇଗଲା। ପରପାରିକୁ ଚାଲିଗଲେଣି ବିଷ୍ଣୁ ଭାଇ…ହେଲେ ତାଙ୍କ ସ୍ମୃତିରେ ଇଏ ଯେଉଁ କବିତା ଲେଖା ହୋଇଛି ତାହା ତାଙ୍କୁ ଏବେ ବି ଆମ ପାଖରେ ବାନ୍ଧି ରଖିଛି…
ବାଃ...ୟାଙ୍କୁ କହିବ ମୁଖ୍ୟମନ୍ତ୍ରୀ। ମଝି ରାସ୍ତାରେ ନିଜ କାରକେଡ୍କୁ ଅଟକାଇଲେ, ଦୁଃଖୀଙ୍କ ଦୁଃଖ ଶୁଣିଲେ। ଏମିତିକି ନିଜର ଭିଜିଟିଙ୍ଗ୍ କାର୍ଡ ଦେଇ କହିଲେ, ଅସୁବିଧା ହେଲେ କରିବ ଫୋନ୍ କଲ୍। ବାସ୍ ସ୍ତବ୍ଧ ହୋଇ ରହିଲେ ବଡବାବୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ପୁଅ ଜନ୍ମ ହେବା ପରେ ହଠାତ୍ ପକ୍ଷାଘାତରେ ପଡିଲେ ସ୍ତ୍ରୀ। ବଡ ପୁଅ ମାନସିକ ଅନଗ୍ରସର ...ଝିଅ ପୁଣି ଦିବ୍ୟାଙ୍ଗ। ବର୍ଷକର ଛୁଆକୁ କାଖରେ ଜାକି ରୋଷେଇ କରୁଛନ୍ତି ବୁଢା ବାପା। ସରକାରୀ ସହାୟତା କହିଲେ ମିଳୁଛି ଗଣ୍ଡାଏ ଚାଉଳ। ସେତିକିରେ ପରିବାର ଚଳିବା କଷ୍ଟ, ସ୍ତ୍ରୀଙ୍କୁ ଭଲ କରିବା କଥା ପଚାରେ କିଏ?
ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।
ଦିନେ ବେଙ୍ଗାଲୁରୁରେ ମୋଟା ବେତନରେ ଚାକିରି କରୁଥିଲେ, ଏବେ ଚାକିରି ଛାଡି ଗାଁରେ ପ୍ୟାଡ୍ ତିଆରି କଲେ। ନିଜେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ୧୦ ଜଣ ଯୁବତୀଙ୍କୁ ଦେଇଛନ୍ତି ରୋଜଗାର
ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି।
ସାର୍ ବୋଧହୁଏ ନାଲିପାଣି ପକାଇ ଦେଇଛନ୍ତି। ନହେଲେ ଦେଖୁନୁ କେମିତି ଲେଡିଜ୍ଙ୍କ ସାମ୍ନାରେ ଏମିତି କଦର୍ଯ୍ୟ ଭାଷା କହିବା ସହିତ ଗାଲକୁ ଠାଏ ଠାଏ କରି ଚାପୁଡା କଷି ଦେଉଛନ୍ତି...ଛି ଛି....ଇଏ ସ୍ଥାନ କାଳପାତ୍ର କିଛି ଦେଖୁନାହାନ୍ତି...
ଶିକ୍ଷକଙ୍କ ନାଁରେ କଳଙ୍କ। ପେଟେ ନାଲିପାଣି ପିଇଦେଇ ସ୍କୁଲକୁ ଆସିଲେ ଶିକ୍ଷକ। ଅଶ୍ଳୀଳ ଭାଷା କହିଲେ…ବିନା କାରଣରେ ପିଲାଙ୍କୁ ନିର୍ଧୁମ ଛେଚିଲେ….ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଏଇଟା ନିତିଦିନର କଥା
ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି ।
ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..
ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ।
ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।
ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଡେଡଲାଇନ୍ ବଢ଼ାଇଲା ଏସଟିଏ