ଚାହୁଁଚାହୁଁ ୧୨ ଦିନ ହୋଇଗଲା। ପରପାରିକୁ ଚାଲିଗଲେଣି ବିଷ୍ଣୁ ଭାଇ…ହେଲେ ତାଙ୍କ ସ୍ମୃତିରେ ଇଏ ଯେଉଁ କବିତା ଲେଖା ହୋଇଛି ତାହା ତାଙ୍କୁ ଏବେ ବି ଆମ ପାଖରେ ବାନ୍ଧି ରଖିଛି…
Published: Pallipuspa Samal
Last updated: 01 October 2022, 12:28 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।