କ୍ୟାନସର୍ ରୋଗ ସହ ଲଢ଼େଇ କରି ଜିତିବା ପରେ କୁନି ପୁଅ ଜଗନବୀରଙ୍କୁ ଭେଟିଛନ୍ତି ସଲମାନ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।
ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା?
ସାବଧାନ୍ ! ଯଦି ମୋ ବସ୍ ରେ ଆପଣ ଯାଉଛନ୍ତି ତେବେ ସତର୍କ ଥିବେ । କେତେବେଳେ ବି ହୋଇପାରନ୍ତି ଲୁଟର ଶିକାର
ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି ।