ମାଆ ମତେ ଏତେ ପାଠ ପଢିବାକୁ କୁହନି...ମୁଁ ଏତେ ପାଠ ପଢି କଣ କରିବି? ବୁଢା ହେବି ପଛେ ପାଠ ସରିବନି...ବାସ୍ ଏତିକି କହି କାନ୍ଦି ପକାଉଛି କୁନି ପୁଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
Published: Pallipuspa Samal
Last updated: 02 October 2022, 08:23 AM IST
ଥାଇଲାଣ୍ଡରେ ବହୁଳ ଚାଷ ହେଉଥିବା ହଳଦିଆ ତରଭୁଜ । ଯାହା ଏବେ କେନ୍ଦୁଝର ତେଲକୋଇ ବ୍ଲକରେ ବହୁଳ ଭାବରେ ଚାଷ ହେଉଛି । ସମାନ ଖର୍ଚ୍ଚରେ ଭଲ ରୋଜଗାର ବି ହେଉଛି ।