Advertisment

ପୁଅ ଜନ୍ମ ପରେ ପକ୍ଷାଘାତରେ ପଡିଲା ସ୍ତ୍ରୀ…୪ ପ୍ରାଣୀଙ୍କୁ କେମିତି ଚଳାଇବ ବୁଢା ବାପ?

ପୁଅ ଜନ୍ମ ହେବା ପରେ ହଠାତ୍‌ ପକ୍ଷାଘାତରେ ପଡିଲେ ସ୍ତ୍ରୀ। ବଡ ପୁଅ ମାନସିକ ଅନଗ୍ରସର ...ଝିଅ ପୁଣି ଦିବ୍ୟାଙ୍ଗ। ବର୍ଷକର ଛୁଆକୁ କାଖରେ ଜାକି ରୋଷେଇ କରୁଛନ୍ତି ବୁଢା ବାପା। ସରକାରୀ ସହାୟତା କହିଲେ ମିଳୁଛି ଗଣ୍ଡାଏ ଚାଉଳ। ସେତିକିରେ ପରିବାର ଚଳିବା କଷ୍ଟ, ସ୍ତ୍ରୀଙ୍କୁ ଭଲ କରିବା କଥା ପଚାରେ କିଏ?

author-image
Pallipuspa Samal

ପୁଅ ଜନ୍ମ ହେବା ପରେ ହଠାତ୍‌ ପକ୍ଷାଘାତରେ ପଡିଲେ ସ୍ତ୍ରୀ। ବଡ ପୁଅ ମାନସିକ ଅନଗ୍ରସର ...ଝିଅ ପୁଣି ଦିବ୍ୟାଙ୍ଗ। ବର୍ଷକର ଛୁଆକୁ କାଖରେ ଜାକି ରୋଷେଇ କରୁଛନ୍ତି ବୁଢା ବାପା। ସରକାରୀ ସହାୟତା କହିଲେ ମିଳୁଛି ଗଣ୍ଡାଏ ଚାଉଳ। ସେତିକିରେ ପରିବାର ଚଳିବା କଷ୍ଟ, ସ୍ତ୍ରୀଙ୍କୁ ଭଲ କରିବା କଥା ପଚାରେ କିଏ?

Advertisment
Man In Dharmagarh
Advertisment
Advertisment