ଦୀର୍ଘ ୨୦ ବର୍ଷ ପରେ ଯେବେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବାଜି ଉଠିଲା, ଫଗୁ ଖେଳ ଆରମ୍ଭ ହେଲା। ଗାଁ ପିଲାଙ୍କ ଅଣ୍ଟା ବି ହଲିଲା। ଅଦ୍ଭୁତପୂର୍ବ ସ୍ୱାଗତ ଦେଖି ଖୁସି ହୋଇଗଲେ ଯବାନ। କହିଲେ, ମାଗଣାରେ ଗାଁ ପିଲାଙ୍କୁ ଦେବି ଆର୍ମି ଟ୍ରେନିଂ...
ହରଭଙ୍ଗା ଥାନା ଜବଲପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ମୁଁ କାଳେ ଭୁଲଭାଲ କହିଦେବି। ଜଗନ୍ନାଥଙ୍କୁ କଣ ମାଗିଲ ସତ କହିବ? ପ୍ରଭୁ ମୋର ଜଲଦି ବାହାଘର ହୋଇଯାଉ କହିଲେ ଦିଦି। ଆଲୋ ଆଲୋ ଇଏ କଣ ମୂଳରୁ ଛତ୍ରଭଙ୍ଗ ଦେଲେଣି। ଦେଖନ୍ତୁ ଦେଖନ୍ତୁ ଦିଦି ଓ ଭାଇଙ୍କ ଜ୍ଞାନ କେତେ?
ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।
ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ ।
ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ ।
ଭକ୍ତିର ସହ ହନୁମାନଙ୍କୁ ଲଡୁ ଦେଲେ ଭକ୍ତ। ବାସ୍ ଲଡୁ ପାଇବା ପରେ ଏମିତି ଖାଇଲେ ହନୁମାନ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।
କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି ।
ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...
ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା।
ଅରୁଣ କର ନେଷ୍ଟ ଗ୍ରୁପ୍ର ସହ ପ୍ରତିଷ୍ଠାତା। ସେ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ।
ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...।
ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ। ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।
ତୁ ବିଶ୍ବାସରେ ଅଛୁ, ମୋ ନିଶ୍ବାସରେ ଅଛୁ… ତୁ ମୋ ହୃଦୟରେ ରହିଛୁ ଆଉ ସବୁ ଦିନ ହୃଦୟରେ ହିଁ ରହିବୁ। ତୋ ବିନା ଏ ହୃଦୟ ମରୁଭୂମି ଠାରୁ ବି ହୀନ। ହୋଇପାରେ ମୁଁ ରାଜନନ୍ଦୀନି ରାଜ ଉଆସର, କିନ୍ତୁ ତୋ ବିନା ସୁନା ଥାଳିଆର ବ୍ୟଞ୍ଜନ ବି ମତେ ଭଲ ଲାଗେନା…
ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..
ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।
ବୁଝିଲୁ ନାରଣ, ତୁ ଏ ଖଚଡ ଆଇଟମ୍ ପାଉଛୁ କୋଉଠୁ ? ଦେଖୁଛୁ ତ ଆମ ପାପୁଲି ଦଳିଆ କେମିତିକା ଅବସ୍ଥାରେ ଅଛନ୍ତି, ସେଥିରେ ବି ତାଙ୍କୁ ପୁଣି ଛିଗୁଲୋଉଛୁ ?
ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ।
ଅକ୍ଟୋବର ୧ରୁ ବଦଳି ଯାଇଛି କ୍ରେଡିଟ୍ କାର୍ଡ (Credit Card) ସମ୍ପର୍କୀତ ନିୟମ ।
ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।
ଇଏ କାଳେ ମନ୍ତ୍ରୀ !! କର୍ମୀଙ୍କୁ ଦେଖି ଏତେ ଉତ୍ସାହିତ ହେଲେ ଯେ କଣ କହିବେ ଜାଣିପାରିଲେନି। କହୁ କହୁ କହିଦେଲେ...ବିଜେପିର ଫୁଟିବନି କି କଂଗ୍ରେସର ଉଠିବନି...
ଦୀର୍ଘବର୍ଷ ଧରି ମରଣଯନ୍ତା ପାଲଟିଥିବା ରାସ୍ତା ଉପରେ ପିଚୁ କଂକ୍ରିଟ ତ ଦୂରର କଥା ମୋରମ ମୁଠେବି ପଡି ପାରିନାହିଁ l