ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ। ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ବି ଏହା ଏକ ବାସ୍ତବ ପ୍ରେମ କାହାଣୀ…
ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍ ମାନୁଆଲ୍ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।
ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ
ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।
ଓଡ଼ିଶାରେ ଅଛି ଏମିତି ଏକ ପାହାଡ଼..ଯେଉଁଠି ବନବାସରୁ ଫେରିବା ବେଳେ ମାତା ସୀତା ରହିବାକୁ ବାଧ୍ୟ ହୋଇଥିଲେ.. ବନ୍ଧୁମିଳନ ବି କରିଥିଲେ.. ଜାଣନ୍ତୁ..
ଦେଖନ୍ତୁ ଏଠି ଛଣା ଚାଲିଛି କଲରା ଚିପ୍ସ ଆଉ ପ୍ରସ୍ତୁତ ଭାତ-ଡାଲି ତା ସାଙ୍ଗକୁ ଭଜା ଓ ସାଲାଡ୍ ବି ରେଡି.. ମୁହଁ ମିଠା କରିବା ପାଇଁ ରହିଛି ଗରମ କ୍ଷୀରି କାକରା.. ଚଟପଟି ଖାଦ୍ୟରେ ରହିଛି ବୌଦ୍ଧର ଫେମସ୍ ଲେଥା ସାଙ୍ଗକୁ ଦେଶି ଚଟନୀ..
ଦିନ ଥିଲା ଏଇଠି ଦୁବ ଟିଏ ବି କଅଁଳୁ ନଥିଲା.. ଟାଙ୍ଗାରା ହୋଇ ପଡ଼ିରହିଥିଲା.. ହେଲେ ଆଜି ଦେଖୁଛନ୍ତି ତ.. ଏକର ଏକର ଜାଗାରେ ଫଳିଛି ଗଛ ଗଛ ପିଜୁଳି, ମେଞ୍ଚା ମେଞ୍ଚା ଲାଲ୍ ଟୁକ ଟୁକ୍ ଆପେଲ ବେର୍ ବରକୋଳି, ସଜନା ସାଙ୍ଗକୁ କେତେକଣ.. ଦେଖିଲେ ଲୋଭ ଲାଗୁଛି..
ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ
ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।
ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଆୟୋଜନ କରିବ ଶାଶୁ ବୋହୂ ସମ୍ମିଳନୀ । ପରିବାର ନିୟୋଜନ ନେଇ ହେବ କମ୍ପିଟିସନ୍, ମିଳିବ ପୁରସ୍କାର...
ହଇରେ ନାରଣ ! ଏଠି କ’ଣ ଶୁଶୁ କଲା ଭଳି ପାଣି ବାହାରୁଛି….
କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିଛି। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି।
ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ।
ଶ୍ରୀନଗରରୁ ସିମଲା । ଦିଲ୍ଲୀରୁ କୋଲକାତା । ଅହମଦାବାଦରୁ ହାଇଦ୍ରାବାଦ ଏବଂ ମୁମ୍ବାଇରୁ ଚେନ୍ନାଇ । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଏବେ ସବୁଠି ହାଡ ଭଙ୍ଗା ଶୀତ ଲହରୀର ରାଜୁତି....
ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର। କଥାଟି ଶୁଣି ଟିକେ ଅଡୁଆ ଲାଗୁଛି। ହେଲେ ଏଥିପାଇଁ ଦିଅର ଅନୀଲଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ନିଜ କଥା ନଭାବି ଗାଁର ଏହି ଯୁବକ କେମିତି ୩ଟି ପିଲାଙ୍କୁ ଅନାଥ ହେବାରୁ ବଞ୍ଚେଇ ଦେଲେ, ତାହା ଜାଣିଲେ, ଆପଣ ବି କହିବେ, ସାବାସ୍ ଅନୀଲ୍…
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ରହିଛି ।
ଶ୍ରମିକମାନେ ବ୍ଲକ୍ ଅଫିସ୍ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।
ଗାଁ ଅଛି ହେଲେ ପୁରୁଷ ନାହାନ୍ତି । ଘର ଅଛି ହେଲେ ଲୋକ ନାହାନ୍ତି । ପ୍ରତି ଘରେ ଏଠି ତାଲା ଝୁଲୁଛି । ସିଧାସଳଖ କହିବାକୁ ଗଲେ ଗାଁ ହୋଇଛି ପୁରୁଷ ଶୂନ୍ୟ ।
ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣିପାରୁନାହାନ୍ତି କି? ଘରେ ଏମିତି ଉପାୟ କରନ୍ତୁ, ଆଉ ଜାଣନ୍ତୁ ସିଲିଣ୍ଡରରେ କେତେ ଅଛି ଗ୍ୟାସ?
ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀଟିଏ କ୍ଷେତରେ ଖଟୁଛି କିନ୍ତୁ ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନାହିଁ । ଫଳରେ ଚାଷୀ ଆର୍ଥିକ ସଂକଟ ଦେଇ ଗତି କରୁଛି....
ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।
ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….
କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା।
ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ।
ଯୋଗ ଶରୀରକୁ ନମନୀୟ କରିଥାଏ। କିନ୍ତୁ ଏହା ଏତେ ନମନୀୟ ଯେ ଶରୀର ଏକ ରବର ପରି ବଙ୍କା ହୋଇପାରେ, ଏହା ହୁଏତ ଭାବି ନଥିବେ। ତାଙ୍କର ନମନୀୟ ଶରୀର ହେତୁ ଦୁନିଆରେ ପ୍ରସିଦ୍ଧ ଜୈରସ୍ କୋମ୍ବିଲାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ। ତାଙ୍କର ଅଜବ ପୋଜ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।