ଗାଁ ଅଛି ହେଲେ ପୁରୁଷ ନାହାନ୍ତି । ଘର ଅଛି ହେଲେ ଲୋକ ନାହାନ୍ତି । ପ୍ରତି ଘରେ ଏଠି ତାଲା ଝୁଲୁଛି । ସିଧାସଳଖ କହିବାକୁ ଗଲେ ଗାଁ ହୋଇଛି ପୁରୁଷ ଶୂନ୍ୟ ।
Published: Pallipuspa Samal
Last updated: 16 January 2023, 02:43 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।