• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Swachh Bharat Warrior
ସମସ୍ତେ ଶୋଇଯିବା ପରେ ରାତି ସାରା ଝାଡୁ ମାରନ୍ତି.. ସକାଳୁ ସହର ଚକାଚକ୍..

ସ୍ୱଚ୍ଛ ଭାରତର ଏ ହେଉଛନ୍ତି ଆଦର୍ଶ ମହିଳା.. ମାଗଣାରେ କରୁଛନ୍ତି ରାସ୍ତା ସଫା.. କୋଲାବ ସହରର ସ୍ୱଚ୍ଛ ଭାରତୀ ରମା ନୁନି.. ଜାଣନ୍ତୁ ତାଙ୍କ କାହାଣୀ..

Odisha Govt buses will be soon available on lease
ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ?

ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍‌ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି। 

President’s medal for 2 from odisha
ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ, ୧୧ ଜଣ ପାଇବେ ପୋଲିସ୍‌ ମେଡାଲ

ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍‌ ମେଡାଲ।

  • Wednesday, 25 January 2023
‘One Rupee Clinic’
ରୋଗୀଙ୍କ ଲାଗିଛି ଲମ୍ବା ଲାଇନ୍.. ଟଙ୍କିକିଆ ଡାକ୍ତର ଆସିଛନ୍ତି..

ଏଇ ମାଟି କୁଣ୍ଡିରେ ଟଙ୍କାଟିଏ ଦିଅ.. ଡାକ୍ତରଙ୍କୁ ଦେହ ଦେଖାଇ ଔଷଧ ନେଇ ଘରକୁ ଯାଅ..

Divyang farmer
ଟାହି ଟାପରା କରୁଥିଲେ ଲୋକ.. ଏବେ ସମସ୍ତଙ୍କ ପାଟି ବନ୍ଦ

ଜନ୍ମରୁ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ.. ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ଦୁଇ ଅକ୍ଷର ପଢିପାରିଲେନି.. ପିଲାଟି ବେଳୁ ସମସ୍ତେ ଥଟ୍ଟା ପରିହାସ କରନ୍ତି.. ଦିବ୍ୟାଙ୍ଗ ବୋଲି ଲୋକେ କାମ ବି ଦେଲେନି.. ଶେଷରେ ଏମିତି କରି ଲୋକଙ୍କ ମୁହଁ ବନ୍ଦ କରିଦେଲେ..

Odisha youth ends life
ପ୍ରେମିକା ଧୋକା ଦେଲା ବୋଲି ତିନି ସପ୍ତାହ ତଳେ ଜୀବନ ହାରିଥିଲେ, ଏବେ ତାଙ୍କ ଆତ୍ମା କାନ୍ଦୁଛି

ନ୍ୟାୟ ମାଗୁଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ମୃତ ଅଶ୍ୱିନୀଙ୍କ ଅତୃପ୍ତ ଆତ୍ମା । ପରିବାର ଏବେ ନ୍ୟାୟ ମାଗୁଥିବା ବେଳେ ଥାନା ବାବୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି ହୋଇଛି...

3-year-old swallows 3 glass marble in Balasore’s Soro
ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି। 

  • Wednesday, 25 January 2023
Bonded Labor
ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।

Salesman becomes lecturer
ଦାଦନ ଖଟି ପାଠ ପଢୁଥିଲେ… ଏବେ ସରକାରୀ ଅଧ୍ୟାପକ ଚାକିରି ପାଇଲେ…

ବାପା ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ। କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର। ଶେଷରେ ସେ ସଫଳ ହେଲେ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲେ।

News Fuse
କାର୍ ଭିତରେ ବାଛୁରୀ ବାନ୍ଧିଛି ସିଟ୍ ବେଲ୍ଟ୍!

କଅଁଳିଆ ବାଛୁରୀକୁ କାର୍ ନେଉଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ସିଟ୍ ବେଲ୍ଟ୍ ବାନ୍ଧି ଦେଇଛନ୍ତି ମାଲିକ....

Pakistani girl fell in love with Indian boy during online ludo game
ଲୁଡୁ ଖେଳରୁ ଲଭ୍ ଷ୍ଟୋରି; ପାକିସ୍ତାନରୁ ଲୁଚି ଭାରତ ପଳେଇ ଆସିଲେ ଯୁବତୀ

ଜଣେ ପାକିସ୍ତାନୀ ଯୁବତୀ ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…

Dot fest showcases old photos of Bhubaneswar
ପୂର୍ବରୁ କେମିତି ଦିଶୁଥିଲା ଭୁବନେଶ୍ୱର? ସେବେ ଓ ଏବେ..

ଭାବିଛନ୍ତି, ପଚାଶ କି ଶହେବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର? କେମିତି ଦିଶୁଥିଲା ଲିଙ୍ଗରାଜ ମନ୍ଦିର, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ? ଏଇ ଜାଗାକୁ ଯାଆନ୍ତୁ, ଦେଖିପାରିବେ ‘ସେବେ ଓ ଏବେ’ର ଫରକ।

BMC worker found lying on street in inebriated condition
ଡ୍ରାଇଭର ବିଦେଶୀକୁ ହେଲପର୍ ଦେଶୀ

ସେ ଲୋଡ୍ ନେଇଛନ୍ତି, ଆମେ ନେଇନୁ । ଖାଲି ଦାନ୍ତ ଫାଙ୍କରେ ପବନଟା ବାହାରିଯାଉଛି…

Indian Coast Guard rescues injured Myanmar sailor
ଜୀବନ ବଞ୍ଚାଇବା ପାଇଁ ମଝି ସମୁଦ୍ରରେ ସଂଘର୍ଷ କରୁଥିଲେ,ଦେବଦୂତ ସାଜି ପହଞ୍ଚିଲେ ଭାରତୀୟ ତଟରକ୍ଷୀ ବାହିନୀ

ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

subash bose had given strong warning anti india comment
ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ଅଧ୍ୟାପକଙ୍କୁ କଡ଼ା ଜବାବ ଦେଇଥିଲେ ସୁଭାଷ ବୋଷ, ଆଉ ତାପରେ...

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।

jojana Ra Na Hariloot
ରାସ୍ତା ନକରି ୧ ଲକ୍ଷ ୯୪ ହଜାର ଟଙ୍କା ବିଲ୍ କରିନେଲେ

କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି

Health Minister Naba Das donate gold pot to Shani Temple
ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ନବ ଦାସ

ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

tragic story
କଅଁଳା ଛୁଆକୁ ଛାଡ଼ି ମାଆ ଫେରାର : ସାହାଯ୍ୟ କରିବାକୁ ଅସହାୟ ବାପାର ନିବେଦନ

କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ

Why do we see different colours when we close our eyes
ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।

jojana Ra Na Hariloot
ପ୍ରଥମେ ହଡ଼ପ, ପରେ ଦୋଷ ଲୁଚାଇବାକୁ ଚାଉଳ ବସ୍ତାରେ ଲଗାଇଦେଲେ ନିଆଁ...

ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି

Duplicate Aquaguard manufacturing unit busted, 2 arrested in Cuttack
କଟକରେ ଆକ୍ୱାଗାର୍ଡ ବି ନକଲି, ବିପୁଳ ପରିମାଣରେ ଆକ୍ୱାଗାର୍ଡ ମେସିନ ଓ ନକଲି ଯନ୍ତ୍ରାଂଶ ଜବତ

କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି। 

Girl carries disabled friend
ଦୁଇ କୁନିଝିଅ ଦେଲେ ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ, ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ

କୁନିକୁନି ଝିଅ ଦୁଇଟି। ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ। ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହିନିଏ ସ୍କୁଲ। ହ୍ୱିଲ-ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ଛଳଛଳ ହେଇଯିବ।

  • Sunday, 22 January 2023