ଆଉ କେବଳ ଜାଉ, ହାଲୁଆ କି କ୍ଷୀରିରେ ସୀମିତ ନାହିଁ.. ମାଣ୍ଡିଆ ମିଠା ଆଉ ଚକୋଲେଟ୍ ଥରେ ଖାଆନ୍ତୁ.. ଆପଣ ବି ମାଣ୍ଡିଆପ୍ରେମୀ ହୋଇଯିବେ.
ଏ ଯୁଗରେ ବି ବଞ୍ଚିଛି ଭାରତୀୟ ଗୁରୁକୂଳ ପରମ୍ପରା.. ଯେଉଁଠି ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି..
ପ୍ରଥମ ବଲରେ ପାରିଲେନି.. ଅଣ୍ଟାକୁ ସଳଖି ପରେ ନାଦି ଦେଇଗଲେ ଛକା..
ଫୁଲ କୋବି ପ୍ରିୟ ଖାଦ୍ୟପ୍ରେମୀ ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ
ବଡି ବିଲ୍ଡିଂ ପ୍ରତିଯୋଗୀତାରେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ୱିକୃତି ଏବେ ଆଗକୁ ବଢ଼ିବାକୁ ଲୋଡ଼ା ସରକାରୀ ସାହାଯ୍ୟ
ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ
ଆରେ ନାରଣ ! ଇଏ କିଏକି ? ଏମିତି କଣ ଦାନ୍ତ ଦେଖେଇ ଦେଖେଇ କହୁଛନ୍ତି ପ୍ଲିଜ୍ ଓ କାହିଁକି ?
ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍। ହସ୍ପିଟାଲ୍ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।
ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।
ଡାକ୍ତର ହେବା ପାଇଁ ପ୍ରବଳ ଟଙ୍କାର ଆବଶ୍ୟକତା ଅଛି। ଟଙ୍କା ଆଗରେ ହାର ମାନିଯିବକି ଏ ମାଆର ସ୍ୱପ୍ନ ଝିଅ ହେବ ଡାକ୍ତର ଦେଶ ସେବା କରିବ । ମାଆ ତା ପାଇଁ ଦିନ ରାତି ଭିଡୁଛି ଇ-ରିକ୍ସା ।
ୟୁଟ୍ୟୁବ୍ ରୁ ଚିତ୍ର ଶିଖି ବିଦେଶରେ ବିକୁଛନ୍ତି । ସାଧାରଣ ପରିବାରରେ ଜନ୍ମ ନେଇଥିଲେ ହେଲେ ନିଜ ଭିତରେ ଥିବା କଳାକାର ତାଙ୍କୁ ଦେଲା ପରିଚୟ । ୟୁଟୁବ୍ ଦେଖି ପାଲଟିଗଲେ ଚିତ୍ରକର
ମଶା ଖିଆ ଗମ୍ୱୁସିଆ ମାଛ । ଆଖି ପିଛୁଳାକେ ବଢିବ । ଖାଲି ମାଛ ଅଣ୍ଡା ଖାଇଯିବ । ଆପଣଙ୍କ ଘର ପାଖେ ପାଣି ଜମୁଛି କି ଗମ୍ୱୁସିଆ ଛାଡି ଦିଅନ୍ତୁ । ମେଲେରିଆରୁ ମୁକ୍ତି ପାଆନ୍ତୁ
ପୁରାଣର ଦ୍ରୌପଦୀଙ୍କର ସଂଘର୍ଷ ଆପଣମାନେ ଜାଣିଥିବେ ହେଲେ, ଏ ଏମିତି ଜଣେ ଦ୍ରୌପଦୀ ଯେ ପରିବାର ପୋଷିବା ପାଇଁ କରୁଛନ୍ତି ସଂଘର୍ଷ । ବୟସ ମାତ୍ର ଷୋହଳ ହେଲେ ସେ ଏ ବୟସରେ ମୁଣ୍ଡେଇଛନ୍ତି ପରିବାରର ବୋଝ
ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ନବୀନଙ୍କ ଗାଈ ପ୍ରେମ ଦେଖି ଏବେ ସମସ୍ତେ କାବା । ଭୁବନେଶ୍ୱର ରାସ୍ତାରେ ଗୋଟିଏ ବି ଗାଈ ନାହାନ୍ତି । ଏବେ ସମସ୍ତେ ଗୋଶାଳାରେ ସାଲାଡ୍ ଖାଉଛନ୍ତି ।
ଏତେ ସୁଆଦିଆ ଖାଇବା, ଦେଖିଲେ ପାଟିର ଲାଳ ବାହାରିବ, ଖାଇବାର ସୌଭାଗ୍ୟ କିନ୍ତୁ ନାରଣର ନାହିଁ...
ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ ......
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।
ସେଦିନ ଥିଲା ୧୯୩୮ ଅକ୍ଟୋବର ୧୧ତାରିଖ..ଏଇ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଘାଟ ଜଗିବା ପାଳି ପଡିଥିଲା..
ଆଲୋ ଆଲୋ.. ଏଇଟା ତ ମେନ୍ ଆଉ.. ମଟନ୍ ଦେଇଦେଲେ ତ ଗଲା ଆଉ ୨୪ ପାଇଁ ପ୍ରସ୍ତୁତି ଶେଷ..
ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।
ଏହି ମେସିନ କୌଣଷି ୱାଟର ପ୍ୟୁରିଫାୟର ନୁହେଁ । ଏହା ହେଉଛି ୱାଟର ଜେନେରେଟର ବା ୱାଟର ଜେନ୍ । ପବନରୁ ପାଣି ତିଆରି କରୁଛି ଏହି ମେସିନ । ପ୍ୟାକେଜିଂ ପାଣି, ଟ୍ୟାପ ପାଣି କିମ୍ବା ନଳକୂପ ପାଣି ଠାରୁ ବହୁ ଗୁଣରେ ସ୍ଵାଦ ଓ ସ୍ୱଚ୍ଛ...
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ଜଣେ ମା’ ହିଁ ସନ୍ତାନକୁ ଜନ୍ମ ଦିଏ ଏବଂ ତାଙ୍କୁ ସ୍ତନ୍ୟପାନ କରାଏ। କିନ୍ତୁ ଏପରି ଏକ ଖବର ଆସିଛି ଯେଉଁଠି ଜଣେ ବାପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ସହ ତାଙ୍କୁ ସ୍ତନ୍ୟପାନ କରେଇ ଲାଳନ ପାଳନ କରିଛନ୍ତି।
ହଇରେ ନାରଣ.. କି ଶୁଣିଲା ଏ କାନ..ଆମେ ଶୁଣିଥିଲୁ ଅଫିସର ସର୍ବେସର୍ବା, ନେତା ସବୁ ଶୂନ.. କେଭି ସାର୍ କହିଲେଣି ଅଫିସର ପିଅନ