• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bill Gates has found love again
ପୁଣି ପ୍ରେମରେ ବିଲ୍ ଗେଟସ..

ଚର୍ଚ୍ଚାରେ ବିଲ୍ ଗେଟସଙ୍କ ପ୍ରେମ...ବିବାହିତା ମହିଳାଙ୍କୁ ପୁଣି ମନ ଦେଇ ବସିଛନ୍ତି ବିଲ୍ ।

Miracle or Blind Faith
ଅଧ ରାତିରେ ମହାଦେବ ସ୍ୱପ୍ନାଇଲେ...ଏବେ ଲୋକଙ୍କର କହୁଛନ୍ତି ଭୂତ-ଭବିଷ୍ୟତ

ଅଧ ରାତିରେ ମହାଦେବ ସ୍ୱପ୍ନାଦେଶ କଲେ। ଏବେ ୧୩ ବର୍ଷର ନାବାଳକ ଲୋକଙ୍କର କହୁଛି ଭୂତ-ଭବିଷ୍ୟତ। ସୋମବାର-ଶୁକ୍ରବାର ଘର ସାମ୍ନାରେ ଲାଗୁଛି ଭକ୍ତଙ୍କ ଗହଳି

Odisha man carries dead wife’s body
ସ୍ୱାମୀ ଶୁଝିଲା ପ୍ରେମର ଋଣ, କାନ୍ଧରେ ବୋହିଲା ସ୍ତ୍ରୀର ଶବ

ରାସ୍ତାରେ ସ୍ୱାମୀ ବୋହିଲା ମୃତ ସ୍ତ୍ରୀର ଶବ । ଗୋଟିଏ ପଟେ ସିନା ଆଉ ଗୋଟିଏ ଦାନ ମାଝି ଘଟଣାର ପୁନରାବୃତି ହେଲା କିନ୍ତୁ । ପ୍ରେମ ସପ୍ତାହରେ ଶିଖାଇ ଦେଲା ପ୍ରକୃତ ପ୍ରେମ କଣ ?

News Fuse
ବନ୍ଧୁ ପରା ବିପଦରେ, କେମିତି ଛାଡ଼ି ଚାଲିଯିବି..

ବନ୍ଧୁ ପରା ବିପଦରେ ପଡ଼ିଛି..ଛାଡିକି କେମିତି ଚାଲିଯିବ ବନ୍ଧୁ । ବନ୍ଧୁଙ୍କୁ ଉଦ୍ଧାର କରିବାକୁ ସବୁ ବଳ ଲଗାଇଦେଇଛି । ଏଇତ ପ୍ରକୃତ ବନ୍ଧୁତା ।

Married private tutor
ରସିକିଆ ଟ୍ୟୁସନ୍‌ ସାର୍‌...ଝିଆରୀକୁ ଟ୍ୟୁସନରୁ ପ୍ରେମ କଲେ, ଝିଅ ହେବା ପରେ ଛାଡିଦେଲେ

ରସିକିଆ ଟ୍ୟୁସନ୍‌ ସାର୍‌। ପାଠ ପଢାଉ ପଢାଉ ଝିଆରୀକୁ ପ୍ରେମ କଲେ। ସମ୍ପର୍କ ଏମିତି ହେଲା ଯେ ଏବେ ଝିଆରୀର ହେଲା ଝିଅ। ଆଉ ଏବେ ବିବାହିତ ଟ୍ୟୁସନ୍‌ ସାର ଆଉ ଦେଉନାହାନ୍ତି ଧରା। କାକାର ଝିଅକୁ ନେଇ ଥାନାରେ ଏତଲା ଦେଲା ଝିଆରୀ

Astrologer
ମହାଦେବ ସ୍ୱପ୍ନରେ ଆସିଲେ...! ଏବେ ଗଛ ମୂଳରେ ଭବିଷ୍ୟତ କହୁଛନ୍ତି ୧୩ ବର୍ଷର ନାବାଳକ !

ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।

Rashtrapati Bhavan
ରାଇସିନ୍‌ ହିଲ୍‌...ବାହାରୁ ଯେମିତି, ଭିତରୁ ବି ସେମିତି

ରାଇସିନା ହିଲ୍‌। ରାଷ୍ଟ୍ରପତିଙ୍କ ବାସଭବନ...ଦେଖିବାକୁ ଯେମିତି, ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବି ସେମିତି..୩୪୦ କୋଠରୀକୁ ନେଇ ନିର୍ମାଣ ହୋଇଛି ଭବ୍ୟ ସୌଧ

Happy Teddy Day
ପ୍ରେମ ସପ୍ତାହରେ ଆଜି ପାଳନ ହେଉଛି ଟେଡି ଡେ’ ....ନିଜ ପାର୍ଟନରଙ୍କୁ ଦିଅନ୍ତୁ ଏହି ସ୍ପେଶାଲ ଗିଫ୍ଟ...

ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…

News Fuse
ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ...

 President Draupadi Murmu To Visit Odisha Today
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍‌ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

President Of India
ଜାଣିରଖନ୍ତୁ ରାଷ୍ଟ୍ରପତିଙ୍କୁ କି କି ସୁବିଧା ମିଳେ?

କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି

President Of India
ଦ୍ରୌପଦୀ ମୁର୍ମୁ: ଶିକ୍ଷୟିତ୍ରୀରୁ କେମିତି ହେଲେ ରାଷ୍ଟ୍ରପତି ?

ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ବିଷୟରେ ତାଙ୍କର ଦକ୍ଷତା ମଧ୍ୟ ଥିଲା। ତେଣୁ ଶିକ୍ଷୟିତ୍ରୀ ଭାବରେ ବେଶ ପ୍ରଶଂସା ସାଉଁଟିଥିଲେ ଦ୍ରୌପଦୀ।

President Murmu to visit Odisha, security tightened
ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

President Murmu to visit Odisha, security tightened
ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା
ଝାରସୁଗୁଡାରେ ସ୍ୱର୍ଗତଃ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା, ଦେଖିବା ଫଟୋରେ ଖବର...

ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।

Talcher
ଖଣିରେ ବାଲି ଭର୍ତ୍ତି ହେଉନି, କେବଳ ଚିଠିରେ ଚାଲିଛି ଖେଳ...ବିପଦରେ ତାଳଚେର

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।

Turkey-Syria earthquake
ହେ ଭଗବାନ, କଂକ୍ରିଟ୍ ତଳୁ ଏ ଫୁଲମାନଙ୍କୁ ଉଦ୍ଧାର କର..

କଥାରେ ଅଛି, ମାରେ ହରି ତ ରଖେ କିଏ? ଜୀବନ ଦେଇଛନ୍ତି ଭଗବାନ। ଯେତେବେଳେ ସେ ଜଣକୁ ବଂଚାଇ ରଖିବାକୁ ଚାହିଁବେ, ତାହେଲେ କେହି ତାକୁ ମାରିପାରିବେ ନାହିଁ। ତୁର୍କୀ ଭୂମିକମ୍ପର ଧ୍ୱଂସସ୍ତୁପ ତଳୁ ଏବେ ଜୀବୀତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଶହ ଶହ ଶିଶୁ। ସେ ଦୃଶ୍ୟ ଦେଖିଲେ ଛାତି ଫାଟିଗଲା ପରି ଲାଗିବ। ଖୁବ୍

News Fuse
ଡାକିଆଣିଲେ... ଖାଇବାକୁ ଦେଲେନି, ଷଣ୍ଢକୁ ଡାଲି ପିଆଇଦେଲେ

ଆମକୁ ଖାଇବାକୁ ଦେବେ ବୋଲି କହିଲେ, ଆମେ ଆଇଲୁ। ଏବେ ଖାଇବାକୁ ଦେଉନାହାନ୍ତି...ଷଣ୍ଢକୁ ଡାଲି ଡିସ୍‌ ଦେଉଛନ୍ତି। ଟଙ୍କା କଥା ତ କହିନଥିଲେ? ନାରଣ ଏଇଠି କଣ ହେଉଥିଲା କିରେ?

Divyang Boy
ଜଗାକୁ ନଦେଖି ଗାଉଛି ଜଗାର ଭଜନ

ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି

Man Carries Dead Wife's Body For 33 km
ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।

Cow thanks volunteer
ବାଛୁରୀର ଚିକିତ୍ସା କରୁଥିଲେ ଡାକ୍ତର, ଚାଟିଚାଲିଥିଲା ଗାଈ

ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।