• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mission Shakti Cafe

Mission Shakti Cafe
ସଶକ୍ତ ହେଉଛନ୍ତି ମହିଳା : ରୋଜଗାର ଯୋଗାଉଛି ମିଶନ ଶକ୍ତି କାଫେ 

ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।

Mission Shakti Cafe
ଗାଁ ମହିଳାଙ୍କ କାଫେଟେରିଆ.. ପୂରା ସହରୀ ଢାଞ୍ଚାରେ..

ଦେଖନ୍ତୁ ଏଠି ଛଣା ଚାଲିଛି କଲରା ଚିପ୍ସ ଆଉ ପ୍ରସ୍ତୁତ ଭାତ-ଡାଲି ତା ସାଙ୍ଗକୁ ଭଜା ଓ ସାଲାଡ୍ ବି ରେଡି.. ମୁହଁ ମିଠା କରିବା ପାଇଁ ରହିଛି ଗରମ କ୍ଷୀରି କାକରା.. ଚଟପଟି ଖାଦ୍ୟରେ ରହିଛି ବୌଦ୍ଧର ଫେମସ୍ ଲେଥା ସାଙ୍ଗକୁ ଦେଶି ଚଟନୀ..

OTV Queens
OTV Queens ପାଳିଲେ ଅନ୍ତର୍ଜାତୀୟ ମହିଳା ଦିବସ

ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ । 

Mission Shakti Cafe
ନାରୀ ସଶକ୍ତିକରଣର ବଡ ଉଦାହରଣ; ଘରେ ନ ବସି କାଫେ ଚଳାଉଛନ୍ତି ମହିଳା ବ୍ରିଗେଡ

କିଏ ପରିବା କାଟୁଛି ତ ଆଉ କିଏ ଚୁଲିରେ ବସି ଛାଣିବାରେ ବ୍ୟସ୍ତ । ଆଉ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପରେ ପୁଣି ଗ୍ରାହକଙ୍କୁ ପରଷି ଦେଉଛନ୍ତି ମହିଳା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଘର ପାଇଁ କିମ୍ବା କୌଣସି ଭୋଜି ପାଇଁ ଏହି ରୋଷେଇରେ ବ୍ୟସ୍ତ ନୁହଁନ୍ତି । ଏମାନେ ସମସ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଜଣେ ସଦସ୍ୟ ।