• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Tunki WaterFall
ଟୁଙ୍କି ଦେଖିବାକୁ ପ୍ରବଳ ଭିଡ, ଏଠି ଶୀତର ମଜା ଅଲଗା

ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।

Man ends life
ଚାରି ଚାରି ଟା ଝିଅ ହେଲା ପରେ ଚିନ୍ତାରେ ଜୀବନ ହାରିଦେଲେ !

ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?

Krishi Bhawan
'ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ'

୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।

  • Tuesday, 10 January 2023
  • Salary
News Fuse
ଭାରି ଅଣଦେଖା କଲେ ତହସିଲଦାର...

ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।

 Rayagada
ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ରାୟଗଡ଼ା ଜିଲ୍ଲା: ହେଲେ ପ୍ରଶାସନକୁ ନାହିଁ ଅତିଥିଙ୍କ ସୁରକ୍ଷା ଚିନ୍ତା

ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।

Worlds first robot lawyer defending human in court
ବିପଦରେ ଓକିଲାତି ! ଏବେ କମ୍ ଟଙ୍କାରେ ମାମଲା ଲଢ଼ିବ ରୋବଟ୍!

ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।

Elephant Death
ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।

Vigilance arrests Rayagada Asst Soil Conservation officer
ରାତି ଅଧରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ, ଧରିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

brain toumor
କୁନି ପୁଅର କ୍ୟାନସର୍‌ କଥା ଶୁଣି ଡାକ୍ତରଙ୍କ ଆଖି ହୋଇଗଲା ଛଳଛଳ..

ମୋତେ କ୍ୟାନସର ହୋଇଛି। ଏ କଥା କେବେ ହେଲେ ମୋ ମମି ପାପାଙ୍କୁ କହିବେନି। ୬ ବର୍ଷ କୁନି ପୁଅର ଏ ପ୍ରକାର ଆକୁଳ ନିବେଦନ ଡାକ୍ତରଙ୍କ ଆଖିରେ ଭରି ଦେଲା ଲୁହ... ଆଉ ଶେଷରେ...

 corporator sweeps road
ୱାର୍ଡ ସାରା ବୁଲି ଅଳିଆ ସଫା କଲେ କର୍ପୋରେଟର୍

ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ୱାର୍ଡ ସାରା ଅଳିଆ ଗଦା ହେଲାଣି। ମହାନଗର ନିଗମ ଶୁଣୁନି। ତେଣୁ ବାଧ୍ୟ ହୋଇ ଜଣେ କର୍ପୋରେଟର ନିଜେ ସଫେଇ ପାଇଁ ବାହାରିଲେ। ହାତରେ ଝାଡୁ ଧରି ଅଳିଆ ଗାଡିରେ ଅଳିଆ ଉଠେଇ ନିଜ ୱାର୍ଡ ସଫା କଲେ…

Mumbai engineer grazes goats
ଚାକିରି ଛାଡ଼ି ଛେଳି ଫାର୍ମ କଲେ ଇଞ୍ଜିନିୟର

ଇଂଜିନିୟରିଂ ପାଠ ପଢିଲେ, ମୁମ୍ବାଇରେ ଚାକିରି କଲେ.. ହେଲେ ଏବେ ସେ ଛେଳି ଚରାଉଛନ୍ତି..

NEWSFUSE
ନବୀନଙ୍କ ସ୍ୱପ୍ନର ବିଭାଗରେ ଉଈ ସାଲୁବାଲୁ..

ନାରଣ ଦେଖିଲା ଗୋଟିଏ ସରଳରେଖାରେ ମିଶନ ଶକ୍ତି, ଉଈ ଶକ୍ତି ଆଉ ମଦ ଶକ୍ତି

Woman Allegedly Dies In Puri Railway Station
ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ, ଠେଲାପେଲାରେ ମହିଳା ମୃତ

ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Scuffle Erupts Between Police & Farmers In Front Of Naveen Niwas
ନବୀନ ନିବାସ ଆଗରେ କୃଷକ-ପୋଲିସ୍‌ ଠେଲାପେଲା

ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Coldwave Conditions Very Likely Over Some Districts of Odisha During Next 2 Days
ଆହୁରି ୨ ଦିନ ଥରାଇବ ଶୀତ, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

Despite cabinet decision of OCS exam in Odia language
କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି

ଧୂଆଁବାଣ ସାଜିଲାକି ଓଡ଼ିଆରେ ଓସିଏସ୍ ପରୀକ୍ଷା। କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି ପରେ ଓଡ଼ିଆ ଭାଷାପ୍ରେମୀଙ୍କ ଅସନ୍ତୋଷ। ଅନ୍ୟ ରାଜ୍ୟରେ ହେଉଥିଲେ ବି ଏଠି କାହିଁକି ହେବନି ବୋଲି ପ୍ରଶ୍ନ।

jojana Ra Na Hariloot
ଚେକଡ୍ୟାମ୍ କାମରେ ମହାଦୁର୍ନୀତି : ପାଣିରେ ପଡିଲା ପ୍ରାୟ ୩୨ ଲକ୍ଷ ଟଙ୍କା

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଯଦି ଆଡ଼ିବନ୍ଧ ହେଲା, ତେବେ କାହିଁକି କାମରେ ଆସୁନି ? କାହିଁକି ମରାମତି ହେଉନି ଗାର୍ଡ ୱାଲ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ କି ?

tragic story
ପ୍ରେମିକା ନାଁରେ ଚିଠି ଛାଡ଼ି ଜୀବନ ହାରିଲା ପୁଅ : ଛାତି ଫଟାଇ କାନ୍ଦୁଛି ବୁଢ଼ା ବାପ

ପ୍ରେମ ଆଗରେ ମା’ର ମମତା ତୁଚ୍ଛ । ପ୍ରେମିକା ଉଦ୍ଦେଶ୍ୟରେ ଆଇ ଲଭ୍‌ ୟୁ ଲେଖି ଜୀବନ ହରାଇଲା ପୁଅ । ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ବୁଢ଼ା ବାପ । ମା’ ଆଖିରୁ ତ ଲୁହ ଶୁଖୁନି . . .

News Fuse | Drunk Drivers’ Reaction After Being Caught By Police
ପିଇକି ଆସିଲେ, ଫାଇନ୍ ଦେଲେ..

ପିଇକି ଆସିଲେ, ଫାଇନ୍ ଦେଲେ...ଯାହାର ମେସିନ୍ ଯେତେ ନାଲି ତାର ଯୋଗଦାନ ବେଶୀ..

Locals accuse BMC of destroying their livelihood in name of beatification in Bhubaneswar
ହକି ନାଁ କହି ସବୁ ଭାଙ୍ଗିଦେଲେ ! କିଏ ଜୀବିକା ହରାଇଲେ ତ ଆଉ କିଏ ବାସସ୍ଥାନ...

ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ।

Patha Utsav In Bubaneswar
ଭୁବନେଶ୍ୱରରେ ପଥୋତ୍ସବ: ଏଥର ଜନପଥ ନୁହେଁ; ଏହି ସ୍ଥାନରେ ଜମୁଛି ନାଚ, ଗୀତର ଆସର...

ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି।

  • Sunday, 08 January 2023
Indian hockey star player Neelam Sanjip Khes
ମାଟି ଘରେ ବିଶ୍ୱକପ୍ ତାରକା: ମେଡାଲ, ଟ୍ରଫି ରଖିବାକୁ ଜାଗା ନାହିଁ

୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍‌ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ୱ।

  • Saturday, 07 January 2023
Health benefits of Millets
କୋରାପୁଟ ମାଣ୍ଡିଆ, ସୁଆଁ ଓ କାଙ୍ଗୁରେ ଭରି ରହିଛି ପୌଷ୍ଟିକତା-ଗବେଷକ

ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....