ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି।
ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।
କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି
ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ
ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
ଭୁବନେଶ୍ୱରରେ ମାସକରେ ସାମ୍ନାକୁ ଆସିଲା ୫ଟି ମାମଲା
ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି
କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।
କୁନିକୁନି ଝିଅ ଦୁଇଟି। ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ। ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହିନିଏ ସ୍କୁଲ। ହ୍ୱିଲ-ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ଛଳଛଳ ହେଇଯିବ।
କାଇଁସରୁ ଘରକରଣା ସାମଗ୍ରୀ କରି ସ୍ୱାବଲମ୍ବି ମହିଳା...
ବାବୁଙ୍କୁ ପଚାରିଲେ କହୁଛନ୍ତି କିଛି ହଉନି, ହେଲେ ସବୁ ରେଡି ରୋଷେୟା ଗାଏବ୍...
ଜୀବନ ଜିଇଁବାକୁ ସଂଘର୍ଷ ! ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ଶିଶିର । କାହା ଜୀବନରେ କେତେବେଳେ ଦୁଃଖର ବାଦଲ ଘୋଟିଯିବ କହିପାରିବେ ନାହିଁ l
ଆଜି ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।
ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।
ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍ମିଟ୍ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।
ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।
ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।
ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।
କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି...
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ। ସଂକଳ୍ପ ନେଇଛନ୍ତି, ଆମ ଅଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ କନ୍ଦାଇ ଦେବୁନି। ସେଥିପାଇଁ ରାସ୍ତା ତିଆରିରେ ଲାଗି ପଡିଛନ୍ତି ସଭିଁଏ...
ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।