• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Village

Odisha village
ଗାଁରେ ନାହାନ୍ତି ଟୋକା କି ଭେଣ୍ଡା

ଗାଁ ଅଛି ହେଲେ ପୁରୁଷ ନାହାନ୍ତି । ଘର ଅଛି ହେଲେ ଲୋକ ନାହାନ୍ତି । ପ୍ରତି ଘରେ ଏଠି ତାଲା ଝୁଲୁଛି । ସିଧାସଳଖ କହିବାକୁ ଗଲେ ଗାଁ ହୋଇଛି ପୁରୁଷ ଶୂନ୍ୟ ।

Union Minister Bisheswar Tudu Visits Remote Odisha Village, Crosses River Via Makeshift Bridge
ଅନ୍ଧାର ରାତିରେ ବାଉଁଶ ବ୍ରିଜ ଚଢ଼ି ଗଲେ, ଜନତାଙ୍କ ଦୁଃଖ ବୁଝିଲେ

ଆଦିବାସୀ ଜନତାଙ୍କ ଦୁଃଖ ବୁଝିବାକୁ ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ.. ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା କଥା ବୁଝିଲେ.. ଗାଁକୁ ବ୍ରିଜ୍ ନଥିବାରୁ ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ

woman and son drowning
ପୋଖରୀରେ ଗାଧୋଇବାକୁ ଯାଇଥିଲେ ମା' ପୁଅ , ତାପରେ...

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ।