କଅଁଳିଆ ବାଛୁରୀକୁ କାର୍ ନେଉଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ସିଟ୍ ବେଲ୍ଟ୍ ବାନ୍ଧି ଦେଇଛନ୍ତି ମାଲିକ....
ଜଣେ ପାକିସ୍ତାନୀ ଯୁବତୀ ଅନ୍ଲାଇନ୍ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
ଭାବିଛନ୍ତି, ପଚାଶ କି ଶହେବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର? କେମିତି ଦିଶୁଥିଲା ଲିଙ୍ଗରାଜ ମନ୍ଦିର, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ? ଏଇ ଜାଗାକୁ ଯାଆନ୍ତୁ, ଦେଖିପାରିବେ ‘ସେବେ ଓ ଏବେ’ର ଫରକ।
ସେ ଲୋଡ୍ ନେଇଛନ୍ତି, ଆମେ ନେଇନୁ । ଖାଲି ଦାନ୍ତ ଫାଙ୍କରେ ପବନଟା ବାହାରିଯାଉଛି…
ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି।
ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।
କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି
ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ
ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
ଭୁବନେଶ୍ୱରରେ ମାସକରେ ସାମ୍ନାକୁ ଆସିଲା ୫ଟି ମାମଲା
ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି
କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।
କୁନିକୁନି ଝିଅ ଦୁଇଟି। ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ। ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହିନିଏ ସ୍କୁଲ। ହ୍ୱିଲ-ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ଛଳଛଳ ହେଇଯିବ।
କାଇଁସରୁ ଘରକରଣା ସାମଗ୍ରୀ କରି ସ୍ୱାବଲମ୍ବି ମହିଳା...
ବାବୁଙ୍କୁ ପଚାରିଲେ କହୁଛନ୍ତି କିଛି ହଉନି, ହେଲେ ସବୁ ରେଡି ରୋଷେୟା ଗାଏବ୍...
ଜୀବନ ଜିଇଁବାକୁ ସଂଘର୍ଷ ! ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ଶିଶିର । କାହା ଜୀବନରେ କେତେବେଳେ ଦୁଃଖର ବାଦଲ ଘୋଟିଯିବ କହିପାରିବେ ନାହିଁ l
ଆଜି ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।
ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।
ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍ମିଟ୍ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।
ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।
ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।
ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।