କାଇଁସରୁ ଘରକରଣା ସାମଗ୍ରୀ କରି ସ୍ୱାବଲମ୍ବି ମହିଳା...
ବାବୁଙ୍କୁ ପଚାରିଲେ କହୁଛନ୍ତି କିଛି ହଉନି, ହେଲେ ସବୁ ରେଡି ରୋଷେୟା ଗାଏବ୍...
ଜୀବନ ଜିଇଁବାକୁ ସଂଘର୍ଷ ! ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ଶିଶିର । କାହା ଜୀବନରେ କେତେବେଳେ ଦୁଃଖର ବାଦଲ ଘୋଟିଯିବ କହିପାରିବେ ନାହିଁ l
ଆଜି ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।
ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।
ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍ମିଟ୍ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।
ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।
ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।
ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।
କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି...
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ। ସଂକଳ୍ପ ନେଇଛନ୍ତି, ଆମ ଅଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ କନ୍ଦାଇ ଦେବୁନି। ସେଥିପାଇଁ ରାସ୍ତା ତିଆରିରେ ଲାଗି ପଡିଛନ୍ତି ସଭିଁଏ...
ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।
ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ। ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ବି ଏହା ଏକ ବାସ୍ତବ ପ୍ରେମ କାହାଣୀ…
ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍ ମାନୁଆଲ୍ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।
ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ
ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।
ଓଡ଼ିଶାରେ ଅଛି ଏମିତି ଏକ ପାହାଡ଼..ଯେଉଁଠି ବନବାସରୁ ଫେରିବା ବେଳେ ମାତା ସୀତା ରହିବାକୁ ବାଧ୍ୟ ହୋଇଥିଲେ.. ବନ୍ଧୁମିଳନ ବି କରିଥିଲେ.. ଜାଣନ୍ତୁ..
ଦେଖନ୍ତୁ ଏଠି ଛଣା ଚାଲିଛି କଲରା ଚିପ୍ସ ଆଉ ପ୍ରସ୍ତୁତ ଭାତ-ଡାଲି ତା ସାଙ୍ଗକୁ ଭଜା ଓ ସାଲାଡ୍ ବି ରେଡି.. ମୁହଁ ମିଠା କରିବା ପାଇଁ ରହିଛି ଗରମ କ୍ଷୀରି କାକରା.. ଚଟପଟି ଖାଦ୍ୟରେ ରହିଛି ବୌଦ୍ଧର ଫେମସ୍ ଲେଥା ସାଙ୍ଗକୁ ଦେଶି ଚଟନୀ..
ଦିନ ଥିଲା ଏଇଠି ଦୁବ ଟିଏ ବି କଅଁଳୁ ନଥିଲା.. ଟାଙ୍ଗାରା ହୋଇ ପଡ଼ିରହିଥିଲା.. ହେଲେ ଆଜି ଦେଖୁଛନ୍ତି ତ.. ଏକର ଏକର ଜାଗାରେ ଫଳିଛି ଗଛ ଗଛ ପିଜୁଳି, ମେଞ୍ଚା ମେଞ୍ଚା ଲାଲ୍ ଟୁକ ଟୁକ୍ ଆପେଲ ବେର୍ ବରକୋଳି, ସଜନା ସାଙ୍ଗକୁ କେତେକଣ.. ଦେଖିଲେ ଲୋଭ ଲାଗୁଛି..
ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ
ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।
ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଆୟୋଜନ କରିବ ଶାଶୁ ବୋହୂ ସମ୍ମିଳନୀ । ପରିବାର ନିୟୋଜନ ନେଇ ହେବ କମ୍ପିଟିସନ୍, ମିଳିବ ପୁରସ୍କାର...