ଭାବିଛନ୍ତି, ପଚାଶ କି ଶହେବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର? କେମିତି ଦିଶୁଥିଲା ଲିଙ୍ଗରାଜ ମନ୍ଦିର, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ? ଏଇ ଜାଗାକୁ ଯାଆନ୍ତୁ, ଦେଖିପାରିବେ ‘ସେବେ ଓ ଏବେ’ର ଫରକ।
Published: Rajalaxmi Sahoo
Last updated: 23 January 2023, 04:38 PM IST
କରୋନାରେ ସ୍ୱାମୀ ଚାଲିଯିବା ପରେ ଅଳ୍ପ ବୟସରେ ଏକା ହୋଇଯାଇଥିଲେ ଲିଲି। ଉଚ୍ଛନ୍ନ ହୋଇଯାଇଥିଲା ତାଙ୍କ ଅଳ୍ପ ଦିନର ସଂସାର। ହେଲେ ତାଙ୍କର ଏହି ଦୁର୍ଦ୍ଦିନରେ, ଶାଶୂଘର ଲୋକ ଯାହା କଲେ, ତା ପାଇଁ ସେ ଆଜୀବନ ଋଣୀ ହେଇ ରହିବେ। ତାଙ୍କ ମଥାରେ ସିନ୍ଦୂର ଦେଇ, ପତ୍ନୀ ରୂପେ ଗ୍ରହଣ କରିଛନ୍ତି ତାଙ୍କ ଦିଅର। ଏହି ଭିଡିଓରେ ଦେଖନ୍ତୁ ତା ପରର ଦୃଶ୍ୟ।