Advertisment

ଦାଦନ ଖଟି ପାଠ ପଢୁଥିଲେ… ଏବେ ସରକାରୀ ଅଧ୍ୟାପକ ଚାକିରି ପାଇଲେ…

ବାପା ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ। କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର। ଶେଷରେ ସେ ସଫଳ ହେଲେ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲେ।

author-image
Pallipuspa Samal

Success Story
Advertisment
Advertisment